‘ମୋଦି ସରକାର ଅନ୍ୟ ଘରୁ ଚୌକି ଉଦ୍ଧାର ଆଣି ନିଜ ସତ୍ତାର ଘର ସମ୍ଭାଳୁଛନ୍ତି’
ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ତ ପୂର୍ବ ଗ୍ୟାରେଣ୍ଟି ପୂରଣ କରିପାରିଲେନାହିଁ, କିନ୍ତୁ ବର୍ତ୍ତମାନ ସେ ଚାରିଆଡେ ଡିଣ୍ଡିମ ପିଟୁଛନ୍ତି ।
ସୋସିଆଲ ମିଡିଆ…