Latest Odisha News

BREAKING NEWS

ବିବାଦୀୟ ନେତା ସମୀର ଦାଶ ବଦଳାଇଲେ ଦଳ, ମୋଦୀଙ୍କୁ ରୋଡ୍ ଶୋ ପୂର୍ବରୁ ବିଜେପିକୁ ଲାଭ ନା କ୍ଷତି?

ଭୁବନେଶ୍ୱର: ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ ଶେଷରେ ବିଜେପିରେ ସାମିଲ ହୋଇଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସଭାପତି ସମୀର ମହାନ୍ତି ଏବଂ ପ୍ରଭାରୀଙ୍କ ଉପସ୍ଥିତିରେ ସେ ଏବଂ ତାଙ୍କ ସମର୍ଥକ ବିଜେପିରେ ସାମିଲ ହୋଇଛନ୍ତି। ବିଜୁ ଜନତା ଦଳ ତାଙ୍କୁ ଚଳିତଥର ଟିକେଟ୍ ଦେଇନଥିଲା। ତାଙ୍କ…

ପଦ୍ମ ଧରୁ ଧରୁ ମୋଦିଙ୍କ ପ୍ରଶଂସାରେ ଶତମୁଖ ସମୀର

ଭୁବନେଶ୍ଦର: 'ମୋଦିଙ୍କ ନେତୃତ୍ବରେ ଅନୁପ୍ରାଣିତ ହୋଇ ବିଜେପିରେ ମିଶିଲି । ମୋଦି କେବଳ କୁହନ୍ତିନି, କାର୍ଯ୍ୟରେ କରି ଦେଖାନ୍ତି । ପ୍ରଭାତୀ ପରିଡ଼ାଙ୍କ ବିଜୟକୁ କେହି ଅଟକାଇ ପାରିବେନି । ମୋଦି ଆତ୍ମବିଶ୍ବାସ ଓ ଭରସାର ବାତାବରଣ ସୃଷ୍ଟି କରିଛନ୍ତି । ନିର୍ବାଚନ ବେଳେ ଓ ନିର୍ବାଚନ ପରେ,  ଦଳ…

ଜମ୍ମୁକାଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ: ୧ମୃତ,୨ଆହତ

ନୂଆଦିଲ୍ଲୀ: ଜମ୍ମୁକାଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ ।ଶନିବାର ସନ୍ଧ୍ୟାରେ ଅନନ୍ତନାଗ ଓ ସୋପିଆନରେ ଦୁଇ ଦୁଇ ଥର ଆତଙ୍କବାଦୀ ଆକ୍ରମଣ ହୋଇଛି ।ଏଥିରେ ଜୟପୁରର ଦମ୍ପତି ଆହତ ହୋଇଥିବାବେଳେ ପୂର୍ବତନ ବିଜେପି ସରପଞ୍ଚଙ୍କ ମୃତ୍ୟୁ ଘଟିଛି। ପ୍ରଥମ ଘଟଣାରେ ଆତଙ୍କବାଦୀମାନେ ରାତି ପ୍ରାୟ ୧୦ଟା…

ଜୋତା ବ୍ୟବସାୟୀଙ୍କ ଘରେ ବିଡ଼ା ବିଡ଼ା ଟଙ୍କାର ପାହାଡ଼, ୪୦ କୋଟିରୁ ଅଧିକ ଟଙ୍କା ଜବତ

ଲକ୍ଷ୍ନୌ: ଆୟକର ବିଭାଗ ଉତ୍ତରପ୍ରଦେଶର ଆଗ୍ରାଠାରେ ତିନି ଜୋତା ବ୍ୟବସାୟୀଙ୍କ ଉପରେ ଚଢଉ କରିଛି। ଏହି ଅବଧି ମଧ୍ୟରେ, ତାଙ୍କ ସମ୍ପତ୍ତିରେ ଅଗଣିତ ସମ୍ପତ୍ତି ମିଳିଛି। ଜୋତା ବ୍ୟବସାୟୀଙ୍କ ଘରେ ବିଡ଼ା ବିଡ଼ା ଟଙ୍କାର ପାହାଡ଼ । ସରକାରୀ ସୂତ୍ରରୁ ପ୍ରକାଶ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ତିନି…

କେନ୍ଦୁଝରରେ ହେବିୱେଟଙ୍କ କଡ଼ା ଟକ୍କର: ରାଜନାଥ, ନବୀନଙ୍କ ଗସ୍ତକୁ ନେଇ ରାଜନୀତି ଚଳଚଞ୍ଚଳ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ୨ଟି ନିର୍ବାଚନମଣ୍ଡଳିକୁ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦୁଝରରେ ଭୋଟଗ୍ରହଣକୁ ଆଉ ମାତ୍ର କିଛି ଦିନ ବାକି ରହିଥିବା ବେଳେ କେନ୍ଦୁଝର ମୁହାଁ ହେଉଛନ୍ତି ରାଜ୍ୟ ଓ କେନ୍ଦ୍ରୀୟ ନେତା। ଏହାକୁ ନେଇ ଚଳଚଞ୍ଚଳ ରାଜନୀତି। ଏହି ପରିପେକ୍ଷୀରେ…

ଓଡ଼ିଶା ଡ୍ୟାନ୍ସ ଏକାଡ଼େମୀର ୩୭ତମ ବାର୍ଷିକ ନୃତ୍ୟୋତ୍ସବ ‘ନୃତ୍ୟମ୍ବଦା’ ଉଦଯାପିତ

ଭୁବନେଶ୍ୱର : ଓଡ଼ିଶାର ପ୍ରମୁଖ ସାଂସ୍କୃତିକ ଅନୁଷ୍ଠାନ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ୩୭ତମ ବାର୍ଷିକ ନୃତ୍ୟୋତ୍ସବ 'ନୃତ୍ୟମ୍ବଦା' ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଉଦଯାପିତ ହୋଇଯାଇଅଛି । ଏହି ଅବସରରେ ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଗୁରୁ ବିଜୟ କୁମାର ଦାଶଙ୍କୁ ଓଡିଏ ଉତ୍କର୍ଷ ସମ୍ମାନ ୨୦୨୪,…

ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୩)

ମହାଶ୍ୱେତା ସାହୁଙ୍କ ଉପନ୍ୟାସ ଈଶ୍ୱର ମରିଗଲା ପରେ ସେ ସବୁବେଳେ ଭାବେ ସେ ଯାହାକୁ ବାହା ହେବ ସେ ହେବ ତା'ର ହୃଦୟଶ୍ୱେରୀ । ତା'ର ଡାର୍ଲିଙ୍ଗ୍‌...! ଏଇ ଶବ୍ଦଟା ପ୍ରତି କେବଳ ଅଧିକାର ରହିବ ତା'ର ପତ୍ନୀର । ତା'ର ପିଲାମାନଙ୍କୁ ପାଠପଢ଼ାଇବ । ଭଲ ଜୀବନ ଦେବ... ସାହେବ କରିବ । ଅନ୍ୟ ସାହେବ…

କବିତା ନିରନ୍ତର : ଭୁଲ୍‌, ଠିକ୍‌ ଭେଦ 

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘କବିତା ନିରଂତର’ ଠିକ୍‌ କାମ କଲେ ବଢ଼େ ବିଶ୍ୱାସ ଭୁଲ୍‌ କଲେ ଅନୁଭୂତି ଭୁଲ୍‌ ଠିକ୍‌ ଯେଉଁ କାମ କଲେ ବି ହୁଏନାହିଁ କିଛି କ୍ଷତି କିଛି ନ କରି ପଡ଼ି ରହିଥିଲେ ମାଡ଼ିବସେ ଦୁର୍ଗତି ଭୁଲ୍‌ ଠିକ୍‌ ଭେଦ ପାସୋରି ଦେଇ କାମ କରୁଥାଉଁ…

ଆସନ୍ତାକାଲି ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ

ଭୁବନେଶ୍ବର: ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ସରିଛି ପ୍ରଚାର । ଏବେ କେବଳ ଭାଗ୍ୟ ନିର୍ଦ୍ଧାରଣର ପାଳି ଆସିଛି।ନେତାମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ଆସନ୍ତାକାଲି ପଡିବ ଭୋଟ୍। ଗଞ୍ଜାମ ଜିଲ୍ଲାର ଆସିକା ସମେତ ବଲାଙ୍ଗିର, ସୁନ୍ଦରଗଡ଼,ବରଗଡ଼, ଓ କନ୍ଧମାଳ ଲୋକସଭା ଏବଂ…

କବିତା : ସକାଳ ଆସେ ବୋଲି

ସୁଜାତା ମିଶ୍ର ସିନ୍ଦୂରିତ ମୁହୂର୍ତ୍ତରେ ସକାଳ ଓହ୍ଲାଇ ଆସେ ଘାସ ଗାଲିଚାର କାକର ବିନ୍ଦୁରେ, ପକ୍ଷୀ ଶାବକଙ୍କ କିଚିରି ମିଚିରି କୋଳାହଳ ଭିତରେ ସନ୍ତର୍ପଣରେ...। ସକାଳ ଆସିବାର ଆଶା ଥାଏ ବୋଲି ନିଦ୍ରାହୀନତା ଭୋଗୁ ଥିବା ମଣିଷଟି ଚୁପ୍ ଚାପ୍ ଭୋଗି ନିଏ ରାତିର ଅନ୍ଧାର ,…