ମୋଦୀ ୩.୦: ଦାୟିତ୍ବ ଗ୍ରହଣ କଲେ ଗୃହମନ୍ତ୍ରୀ ଅମିତ୍ ଶାହା ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା
ନୂଆଦିଲ୍ଲୀ: ଗତକାଲି ପଦବୀ ପାଇବା ପରେ ଦାୟିତ୍ବ ଗ୍ରହଣ କରୁଛନ୍ତି କେନ୍ଦ୍ର ମନ୍ତ୍ରିମଣ୍ଡଳ । ଆଜି ଜଣଙ୍କ ପରେ ଜଣେ ନିଜ ନିଜ କାର୍ଯ୍ୟାଳୟ ଯାଇ ଦାହିତ୍ବ ଗ୍ରହଣ କରୁଛନ୍ତି । ଏହି କ୍ରମରେ ପୁଣି ଥରେ ଗୃହମନ୍ତ୍ରୀ ଭାବରେ ଗୃହ ମନ୍ତ୍ରାଳୟର ଦାୟିତ୍ବ ଗ୍ରହଣ କରିଛନ୍ତି ଅମିତ୍ ଶାହା ।…