ପୁଣି ମାଓ ପୋଷ୍ଟର: ନିଜ ସ୍ଥିତ ଜାହିର କଲେ ମାଓବାଦୀ, ଅଞ୍ଚଳରେ କୋକୁଆ ଭୟ
କଳାହାଣ୍ଡି: ବହୁ ଦିନ ବ୍ୟବଧାନରେ କଳାହାଣ୍ଡି ଜିଲ୍ଲାରେ ପୁଣି ନିଜ ସ୍ଥିତି ଜାହିର କଲେ ଲାଲ ବାହିନୀ। କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଶିକରଗୁଡ଼ା ଗାଁର ରାସ୍ତାରେ ଆଜି ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ସିପିଆଇ ମାଓବାଦୀ ପକ୍ଷରୁ ପୋଷ୍ଟର ଜାରି ସହ ସହିଦ ସ୍ତମ୍ଭ…