ଅନନ୍ୟ ପ୍ରେମ, ପତ୍ନୀଙ୍କ ସ୍ମୃତିରେ ବନାଇଲେ ଅବିକଳ ପ୍ରତିମା
ୱାରଙ୍ଗଲ: ଅନନ୍ୟ ଓ ଶାଶ୍ବତ ପ୍ରେମର ଏକ ଜ୍ବଳନ୍ତ ଉଦାହରଣ। ପତ୍ନୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ତାଙ୍କ ଅନୁପସ୍ଥିତିକୁ ପୂରଣ କରିବା ପାଇଁ ନିର୍ମାଣ କଲେ ପ୍ରତିମା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନାର ୱାରଙ୍ଗଲ ଜିଲ୍ଲାରେ।
ସୁଜାତା ଏବଂ ଭେଙ୍କଟାନାରାୟଣ ୩୩ବର୍ଷ ଧରି…