ଟି୨୦ ବିଶ୍ୱକପ : ନ୍ୟୁୟର୍କ ପିଚ ନେଇ ଅସନ୍ତୋଷ ବ୍ୟକ୍ତ କଲା ଟିମ ଇଣ୍ଡିଆ
ନ୍ୟୁୟର୍କ: ଟି୨୦ ବିଶ୍ୱକପ ଏଥର ଆମେରିକା ଓ ୱେଷ୍ଟଇଣ୍ଡିଜରେ ଖେଳାଯାଉଛି । ଚଳିତ ସଂସ୍କରଣରେ ପ୍ରଶଂସକଙ୍କ ସଂଖ୍ୟା କମ ଥିବା ବେଳେ ଏ ପର୍ଯ୍ୟନ୍ତ ସେଭଳି ରୋମାଂଚକ ମୁକାବିଲା ଦେଖିବାକୁ ମିଳି ନାହିଁ । ନାସାଉ କ୍ରିକେଟ ଷ୍ଟାଡିୟମରେ ୨ଟି ମ୍ୟାଚ ଖେଳାଯାଇଛି ଏବଂ ୧୦୦ରୁ ଊର୍ଦ୍ଧ୍ୱ ସ୍କୋର କେହି…