ସାପ କାମୁଡାରେ ମେଡିକାଲରେ ଭର୍ତ୍ତି ହେଲେ ନବ ନିର୍ବାଚିତ ବିଧାୟକ ମଙ୍ଗୁ ଖିଲ
ମାଲକାନଗିରି: ସାପ କାମୁଡାରେ ଅସୁସ୍ଥ ହେଲେ ଚିତ୍ରକୋଣ୍ଡାର ନବ ନିର୍ବାଚିତ ବିଧାୟକ ମଙ୍ଗୁ ଖିଲ । ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଇଛନ୍ତି ତାଙ୍କ ପରିବାର ଲୋକେ । ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ବର୍ତ୍ତମାନ ସେ ସୁସ୍ଥ ଥିବା ଜଣା ପଡିଛି ।
ସୂଚନା…