ଭୋଟ ଦେବାକୁ ସୁଯୋଗ ପାଉନାହାଁନ୍ତି ନିର୍ବାଚନ କାର୍ଯ୍ୟରେ ଥିବା ପୋଲିସ କର୍ମଚାରୀ, କୋର୍ଟର ଦ୍ୱାରସ୍ଥ ହେବ କଂଗ୍ରେସ
ଆଇଜଲ: ଲୋକସଭା ନିର୍ବାଚନ ପାଇଁ ସାରା ଦେଶରେ ଭାରି ପ୍ରଚାର ଚାଲିଛି। ୧୮ତମ ଲୋକସଭା ନିର୍ବାଚନକୁ ନେଇ ଲୋକଙ୍କ ମଧ୍ୟରେ ଆଶ୍ଚର୍ଯ୍ୟଜନକ ଉତ୍ସାହ ଦେଖିବାକୁ ମିଳୁଛି। ସମଗ୍ର ଦେଶରେ ମତଦାନ ବୁଥରେ ଭୋଟରଙ୍କ ଲମ୍ବା ଧାଡି ଦେଖିବାକୁ ମିଳୁଛି। ଏହି ସମୟରେ, ମିଜୋରାମ କଂଗ୍ରେସ ନିର୍ବାଚନରେ…