Latest Odisha News

BREAKING NEWS

ଅନୁଗୁଳ ମାହୋଲ ବଦଳାଇବ ମୋଦି ଲହର !

ଭୁବନେଶ୍ବର: ବିଜେଡି ଗଠନ ପରଠୁ ଅନୁଗୁଳରେ ହୋଇଛି ଶଙ୍ଖନାଦ। ଲଗାତର ୫ଥର ହେଲା ଅନୁଗୁଳରେ ଜିତିଆସୁଛି ବିଜେଡି । ୪ଥର ଜିତିଛନ୍ତି ରଜନୀକାନ୍ତ ସିଂହ। ଏଥର ରଜନୀକାନ୍ତଙ୍କ ଜାଗାରେ ତାଙ୍କ ପତ୍ନୀ ସଂଯୁକ୍ତା ସିଂହଙ୍କୁ ପ୍ରାର୍ଥୀ କରିଛି ବିଜେଡି । ସେପଟେ ବିଜେଡି ଗଡରେ ପଦ୍ମ ଫୁଟାଇବାକୁ…

ବିଜେଡି ବିରୋଧରେ ଆହୁରି ଆକ୍ରମଣାତ୍ମକ ହେଲେ ମୋଦୀ, ଦେଲେ କି ଟୁରିଷ୍ଟ ମନ୍ତବ୍ୟର ଜବାବ?

ଭୁବନେଶ୍ୱର: ପୂର୍ବରୁ ଓଡ଼ିଶାରେ ଅନେକ ନିର୍ବାଚନ ରାଲି ଏବଂ ଜନସଭା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ସମୟରେ ରାଜ୍ୟର ଶାସକ ଦଳ ବିଜେଡିକୁ ମଧ୍ୟ ସମାଲୋଚନା କରିଛନ୍ତି। କିନ୍ତୁ ଆଜି ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଚ୍ ପଡ଼ୁଥିବା ବେଳେ ପ୍ରଧାନମନ୍ତ୍ରୀ…

କର୍ଣ୍ଣାଟକ ଯୌନ ଶୋଷଣ ମାମଲା: ଏଚଡି ରେବନ୍ନାଙ୍କୁ ମିଳିଲା ଜାମିନ

ବେଙ୍ଗାଲୁରୁ: ଜେଡିଏସ ନେତା ଏଚଡି ରେବନ୍ନାଙ୍କୁ ଆଶ୍ବସ୍ତି । ବହୁ ଚର୍ଚ୍ଚିତ କର୍ଣ୍ଣାଟକ ଯୌନ ଶୋଷଣ ମାମଲାରେ ସୋମବାର ଏକ ସ୍ପେଶାଲ କୋର୍ଟ ଏଚଡି ରେବନ୍ନାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ରେବନ୍ନାଙ୍କ ପୁଅ ତଥା ସାଂସଦ ପ୍ରଜ୍ୱଳ ରେବନ୍ନାଙ୍କ ନାମରେ ମହିଳାଙ୍କୁ ଯୌନ ଉତ୍ପୀଡନ କରିବା ନେଇ…

ସମ୍ବଲପୁର ଲଢେଇ ସମ୍ମାନର ପ୍ରଶ୍ନ

ଭୁବନେଶ୍ବର: ସମ୍ବଲପୁର ମହାସମର ଉପରେ ସାରା ଓଡିଶାର ଆଖି । ଦୁଇ ହେଭିଓ୍ବେଟଙ୍କ ମଧ୍ୟରେ ହେଉଛି ପତିଆରାର ଲଢେଇ । ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହୋଇଛନ୍ତି ତ ବିଜେଡିରୁ ମଇଦାନକୁ ଓହ୍ଲାଇଛନ୍ତି ପ୍ରଣବ ପ୍ରକାଶ ଦାସ। ଉଭୟଙ୍କ ମଧ୍ୟରେ ଟକ୍କରକୁ ନେଇ ତାତି…

‘ଘାଇଲା ବାଘ ଭଳି ମଣିଷ ଖାଇବାକୁ ଟିକେ ବି ପଛାଉ ନାହାନ୍ତି ବିଜେଡି କର୍ମୀ’

ଭୁବନେଶ୍ବର: ଓଡ଼ିଶାର ନିର୍ବାଚନୀ ହିଂସା ପଶ୍ଚିମବଙ୍ଗଠୁ ବଳି ଗଲାଣି କହିଲେ ବିଜେପି ନେତା ସମୀର ମହାନ୍ତି । ଆଜି ବରଗଡରେ ଜଣେ ଅଟୋ ଚାଳକ ତଥା ବିଜେପି କର୍ମୀ ବିଶ୍ୱନାଥ ମିର୍ଦ୍ଧାଙ୍କୁ ହତ୍ୟା କରାଯାଇଛି କହିଲେ ସମୀର । ଘାଇଲା ବାଘ ଭଳି ମଣିଷ ଖାଇବାକୁ ଟିକେ ବି ପଛାଉ ନାହାନ୍ତି ବିଜେଡି…

ଏହି ଗ୍ରାମରେ ପଙ୍ଖା, ଫୋନ ମଧ୍ୟ ହେଉନି ବ୍ୟବହାର

ଲକ୍ଷ୍ନୌ: ବିଜ୍ଞାନ ଓ ଟେକ୍ନୋଲୋଜିରେ ଭାରତ ଦିନକୁ ଦିନ ଆଗକୁ ବଢ଼ିବାରେ ଲାଗିଛି । ଏବେ ଅତ୍ୟାଧୂନିକ ଜ୍ଞାନ କୌଶଳ ବିନା ଜଣେ ସାଧାରଣ ମଣିଷ ଚଳିବା କଷ୍ଟକର । ତେବେ ଉତରପ୍ରଦେଶରେ ଏପରି ଏକ ଗ୍ରାମ ଅଛି ଯାହାକି ଏହା ସବୁଠାରୁ ବହୂତ ଦୂରରେ । ଏହି ଗ୍ରାମରେ ପଙ୍ଖା ଓ ଫୋନର ବ୍ୟବହାର ମଧ୍ୟ…

‘କଙ୍ଗନା ଯେଉଁ ମନ୍ଦିରକୁ ଯାଉଛନ୍ତି, ସେହି ମନ୍ଦିରକୁ ସଫା କରିବା ଜରୁରୀ’

ଶିମଲା: ହିମାଚଳପ୍ରଦେଶ ମଣ୍ଡି ସଂସଦୀୟ ଆସନରୁ କଂଗ୍ରେସ ପ୍ରାର୍ଥୀ ବିକ୍ରମାଦିତ୍ୟ ସିଂ ବିଜେପି ପ୍ରାର୍ଥୀ କଙ୍ଗନା ରାଣାଓ୍ବତଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି । ଉପରେ ଘୋର ଆକ୍ରମଣ କରିଛନ୍ତି । ସେ ଦେବ ସମାଜକୁ ଉଲ୍ଲେଖ କରି କହିଛନ୍ତି ଯେ, ଆଜି କଙ୍ଗନା ଯେଉଁ ଯେଉଁ ମନ୍ଦିର…

କିଏ ଜିତିବ କେନ୍ଦୁଝର ?

ଭୁବନେଶ୍ବର: କେନ୍ଦୁଝର ଲୋକସଭା ଆସନରେ ଏଥର ତ୍ରିମୁଖୀ ଲଢେଇ। ବିଜେଡି କେନ୍ଦୁଝରରୁ ଧନୁର୍ଜୟ ସିଦୁଙ୍କୁ ପ୍ରାର୍ଥୀ କରିଛି ତ ବିଜେପିରୁ ଅନନ୍ତ ନାଏକ ଓ କଂଗ୍ରେସରୁ ବିନୋଦ ବିହାରୀ ନାୟକ ମଇଦାନକୁ ଓହ୍ଲାଇଛନ୍ତି । ବିଜେପି ପ୍ରାର୍ଥୀ ଅନନ୍ତ ନାଏକଙ୍କୁ ରାଜ୍ୟ ଶାସନ ବିରୋଧୀ ହାଓ୍ବା ଓ ମୋଦି…

ଭାରତରୁ ଧରାହେଲେ ଶ୍ରୀଲଙ୍କାର ୪ ISIS ଆତଙ୍କବାଦୀ, ବୋମା ପକାଇ ଉଡାଇ ଦେବାର ଦେଉଥିଲେ ଧମକ

ଅହମ୍ମଦାବାଦ: ଗୁଜୁରାଟ ବିମାନବନ୍ଦରରୁ ଧରାହେଲେ ୪ ଶ୍ରୀଲଙ୍କୀୟ ସନ୍ଦିଗ୍ଧ ଆତଙ୍କବାଦୀ । ଅହମ୍ମଦାବାଦ ବିମାନବନ୍ଦରକୁ ଉଡାଇଦେବାର ଧମକ ଦେଇଥିଲେ । ଆଜି ବିମାନବନ୍ଦରରୁ ଗିରଫ କଲା ଆଣ୍ଟି ଟେରର ସ୍କ୍ବାଡ ବା ଏଟିଏସ । ଗୁଜୁରାଟ ଅହମ୍ମଦାବାଦ ବିମାନବନ୍ଦରରୁ ଆଜି ୪ ସନ୍ଦିଗ୍ଧ ISIS…

ଚମକାଇବ ଚମ୍ପୁଆ ଫଳ !

ଭୁବନେଶ୍ବର : ଚମ୍ପୁଆରେ ଏଥର ଜୋରଦାର ଟକ୍କର । ତିନି ପ୍ରମୁଖ ଦଳ ପୁରୁଖା ଓ ଅଭିଜ୍ଞ ନେତାଙ୍କୁ ପ୍ରାର୍ଥୀ କରିଛନ୍ତି । ବିଜେଡିରୁ ଟାଣୁଆ ନେତା ସନାତନ ମହାକୁଡ ପ୍ରାର୍ଥୀ ହୋଇଛନ୍ତି ତ ବିଜେପିରୁ ମୁରଲୀ ମନୋହର ଶର୍ମା ଓ କଂଗ୍ରେସରୁ ପୂର୍ବତନ ସାଂସଦ ଯଶୋବନ୍ତ ସିଂ ଲାଗୁରୀ ମଇଦାନକୁ…