‘ବିଜେପି ଓଡ଼ିଶାବାସୀଙ୍କୁ ମିଛ କଥା କହି କୁମ୍ଭୀର କାନ୍ଦଣା କାନ୍ଦୁଛି’
ମୟୂରଭଞ୍ଜ: ଗଣତନ୍ତ୍ରର ମହାପର୍ବ ଆରମ୍ଭ ହୋଇଛି । ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଥିବାବେଳେ ଦିନକୁ ଦିନ ଓଡ଼ିଶାରେ ପ୍ରଚାର ଜୋରଧରିଛି ।ଏହିମଧ୍ୟରେ କରଞ୍ଜିଆରେ ଭିକେ ପାଣ୍ଡିଆନ ଆଜି ପ୍ରଚାର କରିଛନ୍ତି ।ସେ କହିଛନ୍ତି ଠାକୁରମୁଣ୍ଡା-କରଞ୍ଜିଆ ସହିତ ମୋର ବହୁତ…