ଦ୍ବିତୀୟ ପର୍ଯ୍ୟାୟ ଭୋଟିଂରେ ଅସହ୍ୟ ତାତି, ଜାରି ହେଲା ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ବର: ସକାଳୁ ସକାଳୁ ଜଳିଲାଣି ଭୁବନେଶ୍ବର । ଦିନ ସାଢେ ୮ ଟା ସୁଦ୍ଧା ୩୪ ଡିଗ୍ରୀ ଡେଇଁଲା ତାପମାତ୍ରା । ବାୟୁମଣ୍ଡଳରେ ଆର୍ଦ୍ରତା ୬୭ ପ୍ରତିଶତ ଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ମଧ୍ୟ ଅନୁଭୂତ ହେଉଛି ।
ରାଜ୍ୟରେ ପୁଣି ଫେରିଛି ଗ୍ରୀଷ୍ମ ପ୍ରବହ । ଆଜି ସକାଳୁ ସକାଳୁ ଦିନ ସାଢେ…