Latest Odisha News

BREAKING NEWS

ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ; ଗଞ୍ଜାମ ଜଗିବେ ୨୦ କମ୍ପାନୀ ସିଏପିଏଫ

ଗଞ୍ଜାମ: ‘ଗଞ୍ଜାମ ଜଗିବେ ୨୦ କମ୍ପାନୀ ସିଏପିଏଫ । ଅତିରିକ୍ତ ଡିଜିପି ରାଙ୍କ ଅଧିକାରୀଙ୍କୁ ଦିଆଯିବ ଗଞ୍ଜାମ ମନିଟରିଂ ଦାୟିତ୍ବ । ପ୍ରିଜାଇଡିଂ ଓ ପୋଲିଂ ଅଫିସର ବେଆଇନ କାର୍ଯ୍ୟ କଲେ ତାଙ୍କ ଉପରେ ହେବ ତୁରନ୍ତ କାର୍ଯ୍ୟାନୁଷ୍ଠାନ ।ଖଲ୍ଲିକୋଟ ନିର୍ବାଚନ ପୂର୍ବ ହିଂସାକୁ ଆଖିରେ ରଖି ଶୂନ୍ୟ…

‘ଆପ୍ ର ବିଶ୍ୱସନୀୟତା ଶୂନ ନୁହେଁ ବରଂ ମାଇନସ୍ ଅଟେ’

ନୂଆଦିଲ୍ଲୀ: 'ଆମ୍ ଆଦମୀ ପାର୍ଟି ମିଛ ର ମୂଳଦୁଆରେ ନିର୍ମିତ ଏକ ପାର୍ଟି । ଏବଂ ଏହାର ବିଶ୍ୱସନୀୟତା ଶୂନ ନୁହେଁ ବରଂ ମାଇନସ୍ ଅଟେ । ଆଜି ଅରବିନ୍ଦ କେଜ୍ରିୱାଲଙ୍କ ଅସଲମୁଖା ଦେଶର ତଥା ଦିଲ୍ଲୀର ଲୋକଙ୍କ ସାମ୍ନାରେ ଧରାପଡିଯାଇଛି କହି ଆପ୍ କୁ କଡା ଜବାବ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ…

ଗାଡ଼ି ଚେକିଂ ବେଳେ ରାଗିଗଲେ ମନ୍ତ୍ରୀ,ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଗଞ୍ଜାମ :ଗାଡ଼ି ଚେକିଂ ବେଳେ ରାଗିଗଲେ ମନ୍ତ୍ରୀ । ନିର୍ବାଚନ ପାଇଁ ରାସ୍ତାରେ ଯାନବାହନ ଚେକିଂ କରୁଛି ପୋଲିସ  ।ଗତକାଲି  ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ତନରଡା ନିକଟରେ  ଗାଡି ଚେକିଂ କରୁଥିଲା ପୋଲିସ । ଏହି ସମୟରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଗାଡ଼ିକୁ ଅଟକାଇବା ସହ ଚେକିଂ…

ହୋଟେଲରେ ରିଜର୍ଭ ପୋଲିସ କନଷ୍ଟେବଲଙ୍କୁ ହତ୍ୟା !

ବଲାଙ୍ଗୀର:ବଲାଙ୍ଗୀର ସହର ରେଲୱେ ଷ୍ଟେସନ ନିକଟସ୍ଥ  ଏକ ହୋଟେଲୁ ମିଳିଛି ମୃତଦେହ  । ହାତଗୋଡ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ପୋଲିସ  । ମୃତକ ସୋନପୁର ରିଜର୍ଭ ପୋଲିସର କନଷ୍ଟେବଲ ଶଙ୍କରଭାନୁ ବେହେରା ବୋଲି ଜଣାପଡ଼ିଛି। ସୋନପୁର ରିଜର୍ଭ ପୋଲିସ କନଷ୍ଟେବଳ ଶଙ୍କରଭାନୁଙ୍କୁ ହତ୍ୟା…

‘ଇଣ୍ଡି ଦଳ କ୍ଷମତାକୁ ଆସିଲେ ଉଚ୍ଛେଦ ହେବ NRC, CAA ଏବଂ ୟୁନିଫର୍ମ ସିଭିଲ୍ କୋଡ୍’; ମମତା

ମେଦିନୀପୁର: ‘ଯଦି ଦିଲ୍ଲୀରେ ଇଣ୍ଡିଆ ବ୍ଲକ୍ କ୍ଷମତାକୁ ଆସେ ହୁଏ ତାହାଲେ ଏହା NRC, CAA ଏବଂ ୟୁନିଫର୍ମ ସିଭିଲ୍ କୋଡ୍ ହଟାଇବ’, କିଛି ଏମିତି କହି ଜନସଭାକୁ ଉଦ୍ବୋଧନ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏସସି ନେତା ମମତା ବାନାର୍ଜି । ମେ ୨୦ରେ ହେବାକୁ ଥିବା ଲୋକସଭା…

ଛତିଶଗଡ ସୁକମାରେ ଏନକାଉଣ୍ଟର, ଜଣେ ମାଓବାଦୀ ନିହତ

ସୁକମା: ଛତିଶଗଡ଼ ପୁଲିସକୁ ମିଳିଛି ପୁଣି ସଫଳତା । ପୋଲିସର ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ । ଆଜି ସକାଳୁ ଟୋଲନାଇ ଏବଂ ଟେଟରାଇ ମଧ୍ୟରେ ଥିବା ଏକ ଜଙ୍ଗଲ ପାହାଡ ଉପରେ ଏହି ଏନକାଉଣ୍ଟର ହୋଇଥିଲା । ସୁକମା ଏସପି କିରଣ ଚୌହାନଙ୍କ ସୂଚନା ଅନୁଯାୟୀ, ଗୁଇନ୍ଦା ସୂତ୍ରରୁ ଖବର ପାଇ ଜିଲ୍ଲା…

ବିଶାଳ ଦାସଙ୍କ ପିଏଙ୍କ ଘରେ ଆଇଟି ଟିମର ଛାନଭିନ୍

ଝାରସୁଗୁଡା: ବିଶାଳ ଦାସଙ୍କ ପିଏଙ୍କ ଘରେ ଆୟକର ବିଭାଗର ଚଢାଉ । ଦିବଙ୍ଗତ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପୁଅ ତଥା ଝାରସୁଗୁଡ଼ା ବିଧାୟିକା ପ୍ରାର୍ଥୀ ଦୀପାଳି ଦାସଙ୍କ ଭାଇ ବିଶାଳ ଦାସଙ୍କ ପିଏଙ୍କ ଘରେ ଆଜି ଚଢ଼ାଉ କରିଛି ଆୟକର ବିଭାଗ। ବିଶାଳ ଦାସଙ୍କ ପିଏ ବା ବ୍ୟକ୍ତିଗତ ସହକାରୀ ଆଶିଷ…

ଦ୍ବିତୀୟ ପର୍ଯ୍ୟାୟ ଭୋଟିଂରେ ଅସହ୍ୟ ତାତି, ଜାରି ହେଲା ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ସକାଳୁ ସକାଳୁ ଜଳିଲାଣି ଭୁବନେଶ୍ବର । ଦିନ ସାଢେ ୮ ଟା ସୁଦ୍ଧା ୩୪ ଡିଗ୍ରୀ ଡେଇଁଲା ତାପମାତ୍ରା ।  ବାୟୁମଣ୍ଡଳରେ ଆର୍ଦ୍ରତା ୬୭ ପ୍ରତିଶତ ଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ମଧ୍ୟ ଅନୁଭୂତ ହେଉଛି । ରାଜ୍ୟରେ ପୁଣି ଫେରିଛି ଗ୍ରୀଷ୍ମ ପ୍ରବହ । ଆଜି ସକାଳୁ ସକାଳୁ ଦିନ ସାଢେ…

ଗାଈକୁ ଧକ୍କା ଦେଇ ଦୋକାନ ଭିତରେ ପଶିଗଲା ସ୍କର୍ପିଓ, ଅଳ୍ପକେ ବର୍ତ୍ତିଲା ୫ ଜୀବନ

କଳାହାଣ୍ଡି: ଗାଇକୁ ଧକ୍କା ଦେଇ ମାର୍କେଟ ଭିତରକୁ ପଶି ଗଲା ସ୍କର୍ପିଓ । ଅଳ୍ପକେ ବର୍ତ୍ତିଲେ ୫ଜଣ ଯାତ୍ରୀ । କଳାହାଣ୍ଡି ଧର୍ମଗଡ଼ ସହରରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଗୋଟିଏ ଗାଈର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଯାତ୍ରୀ ଅଳ୍ପକେ ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ…

ନବ ଦାସଙ୍କ ପୁଅଙ୍କୁ ୪ ଘଣ୍ଟା ଜେରା କଲା ଆୟକର ବିଭାଗ

ଭୁବନେଶ୍ୱର: ସ୍ବର୍ଗତ ନବ ଦାସଙ୍କ ପୁଅ ତଥା ଝାରସୁଗୁଡ଼ା ବିଧାୟିକା ପ୍ରାର୍ଥିନୀ ଦୀପାଳି ଦାସଙ୍କ ଭାଇ ବିଶାଳ ଦାସଙ୍କୁ ଜେରା କରିଛି ଆୟକର ବିଭାଗ । ଶୁକ୍ରବାର ବିଶାଳଙ୍କୁ ଝାରସୁଗୁଡାର ଏକ ଘରୋଇ ହୋଟେଲକୁ ଡାକି ଦୀର୍ଘ ୪ ଘଣ୍ଟା ଧରି ଜେରା କରିଥିବା ଜଣାପଡ଼ିଛି । ତେବେ କେଉଁ କାରଣରୁ ଏହି…