୯୯.୭୦ ପ୍ରତିଶତ ନମ୍ବର ରଖି ଟପ୍ପର ହୋଇଥିଲେ ଛାତ୍ରୀ, ଏବେ ବ୍ରେନ ହେମରେଜ୍ରୁ ମୃତ୍ୟୁ
ଅହମଦାବାଦ: ବୋର୍ଡ ପରୀକ୍ଷାରେ ଟପର୍ ହୋଇଥିବା ଜଣେ ୧୬ ବର୍ଷୀୟା ନାବାଳିକାଙ୍କର ବୁଧବାର ବ୍ରେନ୍ ହେମରେଜ୍ ଯୋଗୁଁ ମୃତ୍ୟୁ ଘଟିଛି।
ଗୁଜରାଟ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ବୋର୍ଡ (ଜିଏସ୍ଇବି)ର ଫଳାଫଳ ମେ' ୧୧ ତାରିଖରେ ପ୍ରକାଶ ପାଇଥିଲା। ଏହି ପରୀକ୍ଷାରେ ହୀର ଘେଟିଆ ୯୯.୭୦…