Latest Odisha News

BREAKING NEWS

ଆଜି ଆସୁଛନ୍ତି ଅମିତ ଶାହ, ସୋନପୁର ସଭାରେ କରିବେ ଭୋଟଭିକ୍ଷା

ଭୁବନେଶ୍ୱର: ଆଜି ଓଡ଼ିଶା ଆସି ପ୍ରଚାର କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସୋନପୁରରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗ ଦେବେ ଶାହ । ଏଥର ଓଡ଼ିଶା ଦଖଲ ପାଇଁ ରାଜ୍ୟ ବିଜେପିକୁ ମନ୍ତ୍ର ଦେବା ସହ ନିର୍ବାଚନ ବିଗୁଲ୍‌ ଫୁଙ୍କିବେ। ପ୍ରଚାର ପାଇଁ ଶାହଙ୍କର ଏହା ପ୍ରଥମ ଗସ୍ତ ହୋଇଥିବାରୁ…

ଦିଗପହଣ୍ଡିରେ ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ପ୍ରାର୍ଥୀପତ୍ର ଦାଖଲର ଶେଷଦିନ । ଏହି ସମୟରେ ଆଜି ଦିଗପହଣ୍ଡି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ବଦଳାଇଛି ଭାରତୀୟ ଜାତୀୟ କଂଗ୍ରେସ । ଆଜି ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ କାଟିଛି ଦଳ । ତାଙ୍କ ବଦଳରେ…

ଖାରବେଳ ଭବନ ସମ୍ମିଳନୀ କକ୍ଷରେ ପ୍ରବର୍ତ୍ତନ ସଂସ୍ଥାମାନଙ୍କ ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ସ୍ୱଚ୍ଛ ଓ ମୁକ୍ତ ନିର୍ବାଚନ ନେଇ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଭୁବନେଶ୍ୱର ଖାରବେଳ ଭବନର ସମ୍ମିଳନୀ କକ୍ଷରେ ବୈଠକ ଆୟୋଜିତ ହୋଇଯାଇଛି । ଏଥିରେ ସାଧାରଣ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଶ୍ରୀ ଯୋଗେନ୍ଦ୍ର ତ୍ରିପାଠୀ (ଅବସରପ୍ରାକ୍ତ ଭାରତୀୟ ପ୍ରଶାସନିକ…

ଆପ୍ ର ମିଶ୍ରଣ ପର୍ବ: କଂଗ୍ରେସ ଛାଡି ଦଳରେ ଯୋଗଦେଲେ ବିଶିଷ୍ଟ ସମାଜସେବୀ ଡ. ଅରୁନ ନାୟକଙ୍କ ସହ ବହୁ ନେତା ଓ କର୍ମୀ

ଭୁବନେଶ୍ବର: କଂଗ୍ରେସ ଛାଡି ଆମ୍ ଆଦମୀ ପାର୍ଟିରେ ଯୋଗ ଦେଲେ ବିଶିଷ୍ଟ ସମାଜସେବୀ ଡ. ଅରୁନ କୁମାର ନାୟକଙ୍କ ସହ ବହୁ ନେତା ଓ କର୍ମୀ । ଆଜି ରାଜ୍ୟ ସଭାପତି ନିଶାକାନ୍ତ ମହାପାତ୍ର, ଖୋର୍ଦ୍ଧା ଜିଲ୍ଲା ସଭାପତି ସୁବାଶିଷ ସ୍ବାଇଁ, କଟକ ଜିଲ୍ଲା ସଭାପତି ଦୁର୍ଗାଦାସ, ଭୁବନେଶ୍ବର ସଭାପତି…

ଆଇସିସି ଟି୨୦ ବିଶ୍ୱକପର ବ୍ରାଣ୍ଡଆମ୍ବାସଡର ହେଲେ ଉସେନ ବୋଲ୍ଟ

ନୂଆଦିଲ୍ଲୀ: ଜାମାଇକାର ଷ୍ଟାର ଆଥଲେଟ ଉସେନ ବୋଲ୍ଟ ଆଇସିସି ପୁରୁଷ ଟି୨୦ ବିଶ୍ୱକପ କ୍ରିକେଟର ବ୍ରାଣ୍ଡ ଆମ୍ବାସଡର ହୋଇଛନ୍ତି । ୧୦୦ ଓ ୨୦୦ ମିଟରର ଏହି ବିଶ୍ୱରେକର୍ଡଧାରୀ ଦ୍ରୁତତମ ଧାବକ ଏ ନେଇ ନିଜକୁ ଗୌରବାନ୍ୱିତ ମନେ କରିଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ, ସେ ୱେଷ୍ଟଇଣ୍ଡିଜ ଟିମକୁ…

ଅପରେଶନ ଟ୍ରାଇଡେଂଟ ଫିଲ୍ମର ଘୋଷଣା କଲେ ଫରହାନ, ରିତେଶ

ମୁମ୍ବାଇ: ମଡଗାଁଓ ଏକ୍ସପ୍ରେସ ରିଲିଜ ପରେ ଫରହାନ ଅଖତାର ଓ ରିତେଶ ସିଧୱାନୀ ସେମାନଙ୍କ ଆଗାମୀ ଫିଲ୍ମର ଘୋଷଣା କରିଛନ୍ତି । ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ଉପରେ ଆଧାରିତ ଏହି ଫିଲ୍ମ । ଏହାର ନାମ ଅପରେଶନ ଟ୍ରାଇଡେଂଟ ରଖାଯାଇଛି । ଭାରତୀୟ ନେଭିର ସାହାସିକ ଗାଥା ଏହି ଫିଲ୍ମରେ ଦର୍ଶାଯିବ ।…

ଚାଲିଥିଲା ଲାଇଭ୍‌ ରିପୋର୍ଟିଂ; ଅଶ୍ଳୀଳ ଭାଷା କହି ଟ୍ରୋଲ୍ ହେଲେ ରିପୋର୍ଟର

ନୂଆଦିଲ୍ଲୀ: କୁହାଯାଏ କଥା କହିବା ସମୟରେ ଭାବି ଚିନ୍ତି କହିବା ଉଚିତ୍ । କାରଣ ଥରେ ପାଟିରୁ ଅପଶବ୍ଦ ବାହାରି ଗଲେ ତାକୁ ଆଉ ସୁଧାରିହେବ ନାହିଁ । ସେଥିପାଇଁ ସବୁବେଳେ ସଞ୍ଜମତାର ସହ କତା କହିବା ଉଚିତ୍ । ଆଜି ଏଭଳି ଏକ ଘଟଣା ଘଟିଛି ଲାଇଭ ରିପୋର୍ଟିଂ କରିବା ସମୟରେ । ଜଣେ ରିପୋର୍ଟର ଭାଷା…

ନିର୍ବାଚନ ଡ୍ୟୁଟି ଲାଗିବା ମାତ୍ରେ କର୍ମଚାରୀ ଅସୁସ୍ଥ ହେବା ସଂଖ୍ୟା ବୃଦ୍ଧି, ତଦନ୍ତ ନିର୍ଦ୍ଦେଶ

ଭୋଜପୁର: ବିହାରର ଭୋଜପୁରରେ ଲୋକସଭା ଓ ବିଧାନସଭା ଉପ ନିର୍ବାଚନ ପାଇଁ ଡ୍ୟୁଟି ଲାଗିବା ମାତ୍ରେ ସରକାରୀ କର୍ମଚାରୀଙ୍କ ଅସୁସ୍ଥ ହେବା ସଂଖ୍ୟା ବୃଦ୍ଧି ପାଇଛି । ବର୍ତମାନ ସୁଦ୍ଧା ଏହି ଜିଲ୍ଲାରେ ୪୦୦ରୁ ଊର୍ଦ୍ଧ୍ୱ କର୍ମଚାରୀ ଅସୁସ୍ଥତା କାରଣ ଦର୍ଶାଇ ଡ୍ୟୁଟି କରିବାକୁ ଚାହୁଁ ନାହାନ୍ତି ।…

ଯାତ୍ରୀଙ୍କ ପାଇଁ ଖୁସି ଖହର, ଗ୍ରୀଷ୍ମ ସମୟରେ ସ୍ବଳ୍ପମୂଲ୍ୟ ଖାଦ୍ୟ ପ୍ରଦାନ କରିବ ଭାରତୀୟ ରେଳ

ଭୁବନେଶ୍ବର: ରାଜ୍ୟ ଆଉ ଦେଶ ସବୁଠାରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ପ୍ରଚଣ୍ଡ ତାତିରେ ଅସ୍ୟବ୍ୟସ୍ତ ଜନଜୀବନ । ଏହି ସମୟ ମଧ୍ୟରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ୯ଟି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ଗ୍ରୀଷ୍ମ ସମୟରେ ସ୍ବଳ୍ପମୂଲ୍ୟ ଖାଦ୍ୟ ବ୍ୟବସ୍ଥା କରିଛି ଭାରତୀୟ ରେଳ । କମ୍ ଖର୍ଚ୍ଚ…

ଭୋଟ ଦେଇଥିବା ପ୍ରମାଣ ଦେଖାଇଲେ ଏହି ହୋଟେଲରେ ମିଳିବ ରିହାତି

ନୂଆଦିଲ୍ଲୀ: ଏପ୍ରିଲ ୧୯ରେ ୧୮ତମ ଲୋକସଭା ପାଇଁ ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ୧୦୨ ସିଟ ପାଇଁ ନିର୍ବାଚନ ହୋଇଥିଲା । ତେବେ ନାଗାଲାଣ୍ଡରେ ୬ ପୂର୍ବ ଜିଲ୍ଲାରୁ ୪ ଲକ୍ଷ ମତଦାତା ଭୋଟ ଦେବାକୁ ଆସି ନ ଥିଲେ । ଯାହାକି ଏକ ଚିନ୍ତାର ବିଷୟ । ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପୂର୍ବରୁ ନିର୍ବାଚନ…