ରାଜନୀତିରେ ରାଜୁ ଦାସ: ଦଳ ଟିକେଟ ପ୍ରତ୍ୟାହାର କରିନେବା ପରେ ପୁଣିହେଲେ ଶିଶୁପାଳ!
ବାଲେଶ୍ୱର: ପୁଣିଥରେ ଚର୍ଚ୍ଚାରେ ରାଜୁ ଦାସ। ଧାମନଗର ଉପନିର୍ବାଚନ ବେଳେ ବିଜେଡି ତାଙ୍କୁ ଟିକେଟ୍ ନଦେବାରୁ ସ୍ବାଧୀନ ପ୍ରାର୍ଥୀ ହୋଇଥିଲେ। ଏବେ ବିଧାନସଭା ନିର୍ବାଚନ ବେଳେ ବିଜେପିରେ ସାମିଲ ହୋଇଥିଲେ ମଧ୍ୟ ତାଙ୍କଠୁ ଦଳୀୟ ଟିକେଟ୍ ପ୍ରତ୍ୟାହାର କରିନେବା ପରେ ସେ ଏବେ ଚର୍ଚ୍ଚାରେ।
ଆଜି…