ନବୀନ ବାବୁ ଯାହା କହୁଛନ୍ତି ସବୁ ଡିପ୍ ଫେକ: ବୈଜୟନ୍ତ ପଣ୍ଡା
ଭୁବନେଶ୍ବର: ‘ନବୀନ ବାବୁ ଯାହା କହୁଛନ୍ତି ତାହା ସବୁ ଡିପ୍ ଫେକ୍, ତାଙ୍କୁ ଏକପ୍ରକାର ବନ୍ଦୀ କରିରଖାଯାଇଛି । ନବୀନ ବାବୁଙ୍କୁ ବନ୍ଦୀରୁ ଉଦ୍ଧାର କରାଯାଉ ।’ କିଛି ଏମିତି କହି ବିଜେଡିକୁ ଟାର୍ଗେଟ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।
ମୁଖ୍ୟମନ୍ତ୍ରୀଙ୍କ…