ଗିରଫ ହୋଇପାରନ୍ତି ସାଂସଦ ଅନୁଭବ ମହାନ୍ତି !
କଟକ: ଗିରଫ ହୋଇପାରନ୍ତି ସାଂସଦ ଅନୁଭବ ମହାନ୍ତି। ଅନୁଭବଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା (NBW) ଜାରି ହେବା ପରେ ଏପରି ଆଶଙ୍କା ସୃଷ୍ଟି ହୋଇଛି। କଟକ ଜେଏମ୍ଏଫସି (MP, MLA) କୋର୍ଟ ପକ୍ଷରୁ ଏହି ଏନବିଡବ୍ଲ୍ୟୁ ଜାରି ହୋଇଛି। ବର୍ଷା ପ୍ରିୟଦର୍ଶିନୀ ପୁରୀଘାଟ ଥାନାରେ ରୁଜୁ…