Latest Odisha News

BREAKING NEWS

ବିଜେପିରେ ଯୋଗ ଦେଲେ ବିଜେଡିର ପ୍ରତିଷ୍ଠାତା ସଦସ୍ୟ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରହଲ୍ଲାଦ ତ୍ରିପାଠୀ

ଭୁବନେଶ୍ୱର: ବିଜେଡିର ପ୍ରତିଷ୍ଠାତା ସଦସ୍ୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ନବରଙ୍ଗପୁର ଜିଲ୍ଲାର ପୂର୍ବତନ ସଭାପତି ଏବଂ ସୁସଂଗଠକ ଶ୍ରୀ ପ୍ରହଲ୍ଲାଦ ତ୍ରିପାଠୀ(ଅର୍ଜୁନ) ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ତ୍ରିପାଠୀ କହିଛନ୍ତି ଯେ, ବ୍ୟକ୍ତିକେନ୍ଦ୍ରୀକ ରାଜନୈତିକ ଦଳ…

ଥରେ ନୁହେଁ, ପଶ୍ଚିମ ଓଡିଶାବାସୀଙ୍କୁ ବାରମ୍ବାର ଧୋକା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ସମୀର ମହାନ୍ତି

ଭୁବନେଶ୍ୱର: ଥରେ ନୁହେଁ, ପଶ୍ଚିମ ଓଡିଶାବାସୀଙ୍କୁ ବାରମ୍ବାର ଧୋକା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହାଇକୋର୍ଟ ସ୍ପେଶିଆଲ ବେଞ୍ଚ ପ୍ରତିଷ୍ଠାଠାରୁ ଆରମ୍ଭ କରି ନୂତନ ଜିଲ୍ଲା ଘୋଷଣା, କଟନୀ ଛଟନୀ ଓ ଧାନର ଅଭାବୀ ବିକ୍ରି, ଧାନ କ୍ୱଂଟାଲ ପ୍ରତି ୧୦୦ଟଙ୍କା ବୋନସ, ପ୍ରଧାନମନ୍ତ୍ରୀ…

ବଣାଇ ସାଙ୍ଗଠନିକ ଜିଲ୍ଲା ସଭାପତି ଅନିଲ କୁମାର ବାର୍ଲାଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି ବଣାଇ ସାଙ୍ଗଠନିକ ଜିଲ୍ଲା ସଭାପତି ଅନିଲ କୁମାର ବାର୍ଲାଙ୍କ ଆଜି ଦେହାନ୍ତ ଘଟିଛି । ସ୍ୱର୍ଗତଃ ବାର୍ଲାଙ୍କ ଅକାଳ ବିୟୋଗରେ ରାଜ୍ୟ ସଭାପତି ମନମୋହନ ସାମଲ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ସୁନ୍ଦରଗଡ ସାଂସଦ ତଥା ପୂର୍ବତନ ରାଜ୍ୟ ସଭାପତି ଜୁଏଲ ଓରାମ…

ଆଇପିଏଲରେ ଗୁଜରାଟର ସବୁଠାରୁ କମ ସ୍କୋର

ଅହମ୍ମଦାବାଦ: ଚଳିତ ଆଇପିଏଲରେ ବୁଧବାର ଅନୁଷ୍ଠିତ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ୮୯ ରନରେ ଗୁଜରାଟ ଟାଇଟାନ୍ସକୁ ଅଲଆଉଟ କରି ଦେଇଛି । ଆଇପିଏଲରେ ଗୁଜରାଟର ଏହା ସବୁଠାରୁ କମ ଦଳଗତ ସ୍କୋର । ପୂର୍ବରୁ ଗତ ବର୍ଷ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଦଳ ୧୨୫ରେ ଅଲଆଉଟ ହୋଇଥିଲା । ଟସ ଜିତି…

ପୂର୍ବତଟ ରେଳପଥ ପକ୍ଷରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ୨୦ ଯୋଡ଼ା ସ୍ୱତନ୍ତ୍ର ଗ୍ରୀଷ୍ମ କାଳୀନ ଟ୍ରେନ

ଭୁବନେଶ୍ୱର: ଗ୍ରୀଷ୍ମ ଋତୁରେ ଯାତ୍ରୀଭିଡ଼କୁ ଏଡ଼ାଇବା ସହିତ ଜନସାଧାରଣଙ୍କ ଯାତ୍ରା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏବଂ ଗ୍ରୀଷ୍ମ କାଳୀନ ଭିଡ଼କୁ ଏଡ଼ାଇବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ ଆହୁରି ଅଧିକ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି। ପୂର୍ବରୁ ଚଳାଚଳ…

ଅବସର ପରେ ବି ଆଇପିଏଲରେ କମାଲ କରୁଛନ୍ତି ଏହି କ୍ରିକେଟର

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ରୋମାଂଚ ବଢ଼ିବାରେ ଲାଗିଛି । ଯୁବ ଖେଳାଳିଙ୍କ ପସନ୍ଦ ଏହି ଟି୨୦ ଲିଗରେ ଶିବମ ଦୁବେ, ଅଭିଷେକ ଶର୍ମା ଓ ଯଶସ୍ୱୀ ଜୈସୱାଲଙ୍କ ପରି ଖେଳାଳି ଭଲ ପ୍ରଦର୍ଶନ କରୁଛନ୍ତି । ତେବେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଥିବା କେତେକ ଖେଳାଳିଙ୍କ ପ୍ରଦର୍ଶନ ଏବେ…

ସରକାରୀ ଅର୍ଥର ପ୍ରଲୋଭନ ଓ ଚାପ ପକାଇ କିଛି ମୁଷ୍ଟିମେୟ ମିଶନଶକ୍ତିର ଅଧିକାରୀ ମା’ମାନଙ୍କୁ ରାଜନୈତିକ କାର୍ଯ୍ୟରେ…

ଭୁବନେଶ୍ୱର: ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚନ ଏକ ପକ୍ରିୟା । ନିର୍ବାଚନ ମୁକ୍ତ, ଅବାଧ ଓ ନିରପେକ୍ଷ ଭାବେ ହେବା ଉଚିତ। କିଛି ସରକାରୀ ଅଧିକାରୀମାନେ ଶାସକ ଦଳର ହାତବାରିସ ସାଜି ସାଧାରଣ ନିର୍ବାଚନର ବୈତରଣୀ ପାର କରିବାର ଅପଚେଷ୍ଟା ଚଳାଇଛନ୍ତି । କିନ୍ତୁ ଦୁଃଖର ବିଷୟ ରାଜ୍ୟ ସରକାରଙ୍କର…

ଶଙ୍ଖ ଫୁଙ୍କିଲେ ଅନୁଗୁଳର ବିଶିଷ୍ଟ ଶିକ୍ଷାବିତ ମହେଶ ଚନ୍ଦ୍ର ଓ ବଡ଼ଚଣାର କ୍ୟାପଟେନ ରାଜନାରାୟଣ ମହାପାତ୍ର

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ ତଥା ଆଦର୍ଶ ଗ୍ରୁପର ପ୍ରତିଷ୍ଠାତା ମହେଶ ଚନ୍ଦ୍ର ଧଳ ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ମହେଶ ଚନ୍ଦ୍ର ଧଳଙ୍କୁ ଡକ୍ଟର ପାତ୍ର ଉପଢୌକନ ଦେଇ…

ଟି୨୦ ବିଶ୍ୱକପରେ ରୋହିତ-କୋହଲି ଓପନିଂ କରିବେ : ରିପୋର୍ଟ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ଏଥର ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଖେଳାଯିବ । କିଛି ଦିନ ମଧ୍ୟରେ ଏ ନେଇ ଭାରତୀୟ ଟିମର ଘୋଷଣା କରାଯିବ । ଚଳିତ ଆଇପିଏଲରେ ପ୍ରଦର୍ଶନକୁ ଭିତି କରି ଭାରତୀୟ ଦଳ ବଛାଯିବ ବୋଲି ଚୟନ କମିଟି ସୂଚନା ଦେଇ ସାରିଛନ୍ତି । ରିପୋର୍ଟ ମୁତାବକ ଚୟନ କମିଟି ଅଧିନାୟକ ରୋହିତ…

ଡକ୍ଟର ଶ୍ରବଣ ବିବେକ ଏମ୍‌ଙ୍କୁ ମିଳିଲା ଭିଜିଲାନ୍ସ ଏସପି ଦାୟିତ୍ୱ

ଭୁବନେଶ୍ୱର: ୨୦୧୫ ବ୍ୟାଚ୍ ଓଡିଶା-କ୍ୟାଡର ଆଇପିଏସ୍ ଅଧିକାରୀ ଡକ୍ଟର ଶ୍ରବଣ ବିବେକ ଏମ୍ ବୁଧବାର ଭିଜିଲାନ୍ସ ଏସପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ଏପ୍ରିଲ୍ ୨ ରେ ଇସିଆଇ ନିର୍ଦ୍ଦେଶ ପରେ ଅଣ-ନିର୍ବାଚନ ସମ୍ବନ୍ଧୀୟ ପଦବୀକୁ ସ୍ଥାନାନ୍ତରିତ ହୋଇଥିବା…