`ଅବ୍ କି ବାର୍ ୪୦୦ ପାର୍’
ଭୁବନେଶ୍ବର : ଟେଷ୍ଟ କ୍ରିକେଟ୍ରେ ଦ୍ୱିଶତକ ଓ ତ୍ରିଶତକ ତ ଅନେକ ଦେଖିଥିବେ । କିନ୍ତୁ ୪୦୦ ରନ୍ର ରେକର୍ଡ ମାତ୍ର ଥରେ ଦେଖିବାକୁ ମିଳିଛି । ଏହି ବିରଳ ରେକର୍ଡ ରହିଛି ଦୁନିଆର ଅନ୍ୟତମ ମହାନ କ୍ରିକେଟର୍ ବ୍ରାଏନ୍ ଚାର୍ଲସ ଲାରାଙ୍କ ନାଁରେ । ୱେଷ୍ଟଇଣ୍ଡିଜର ଷ୍ଟାଇଲିସ ବାମହାତୀ ବ୍ୟାଟରଙ୍କ…