ପ୍ରଧାନମନ୍ତ୍ରୀଙ୍କ ରତ୍ନଭଣ୍ଡାର ନିଶାନା, କହିଲେ ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ମର୍ଯ୍ୟାଦା ପ୍ରତିଷ୍ଠା ହେବ
କନ୍ଧମାଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ୨ ଦିନିଆ ଗସ୍ତର ଆଜି ହେଉଛି ଦ୍ବିତୀୟ ଦିନ । ଆଜି ଅର୍ଥାତ ଶନିବାର ଫୁଲବାଣୀର ବିଜୟ ସଂକଳ୍ପ ସମାବେଶରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେଠାରେ ପହଞ୍ଚିବା ପରେ ପ୍ରଥମେ ‘ଜୟ ଜଗନ୍ନାଥ’ ଓ ‘ଜୟ ଶ୍ରୀରାମ’ କହି ନିଜ…