ଏହି ଫିଲ୍ମ ଦେଖିବା ଅଭିଶାପ ସଦୃଶ, ଯିଏ ଦେଖିଛି ସେ….
ମୁମ୍ବାଇ: ହଲିଉଡରେ ସମସ୍ତ ପ୍ରକାର ଦର୍ଶକଙ୍କ ଭିନ୍ନ ଭିନ୍ନ ଶୈଳୀରେ ଫିଲ୍ମ ନିର୍ମାଣ ହୋଇଛି । ହରର ଫିଲ୍ମ ଏଂଟ୍ରମ ଏହାର ଜ୍ୱଳନ୍ତ ଉଦାହରଣ । ତେବେ ଏହି ଫିଲ୍ମକୁ କେହି ହଲରେ ଦେଖିପାରି ନାହାନ୍ତି । ଏଂଟ୍ରମ ଏକ ଶାପିତ ଫିଲ୍ମ ବୋଲି କୁହାଯାଏ । ଯିଏ ଏହି ଫିଲ୍ମ ଦେଖିଛି ତାର ପ୍ରାଣ ଯାଇଛି…