Latest Odisha News

BREAKING NEWS

ଭାଷା ଭାଗବତ : କଳ୍ପିତ ଯଶ-ସୁଖ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ପାକଳ ହେଲେ ଦୃଷ୍ଟିଭଂଗୀ ସୃଷ୍ଟି ବି ହୁଏ ସତ୍ୟ-ସଂଗୀ ନ ଥାଏ କୌଣସି ଆଶଂକା ଲେଖକ ଲେଖେ ଏକାଏକା ପାଠକ ପଢ଼େ ଏକାଏକା ଲେଖକ ପାଏନି ତା' ଦେଖା ତେବେ ବି ଏ ଶୁଦ୍ଧ ସଂପର୍କ ସର୍ବଦା ହୁଅଇ ନିର୍ଭୀକ ପାଠକ ନ ପଢ଼ିଲେ ଲେଖା…

ଭାରସାମ୍ୟ ହରାଇ ଟ୍ରକକୁ ପଛରୁ ପିଟିଲା ସ୍କର୍ପିଓ; ଜଣେ ମୃତ, ୪ ଗୁରୁତର

ଭଦ୍ରକ: ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ନଳାଙ୍ଗରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଟ୍ରକ୍ ପଛରେ ସ୍କର୍ପିଓ ଟି ପିଟି ହେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ, ୪ ଜଣ ଆହତ ହୋଇଛନ୍ତି । ସେମସ୍ତ ଆହତମାନଙ୍କୁ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଆତ୍ମା ଓ ପରମାତ୍ମା ସମ୍ପର୍କ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଆମେ ହୃଦୟରେ ସ୍ଥାନ ଦେବା ପରେ ଆତ୍ମା ଓ ପରମାତ୍ମା ସମ୍ପର୍କର ସ୍ୱରୂପ ଅନୁଭବ କରୁ । ଅନେକ ସିଦ୍ଧ ସାଧକ ନିଜ ନିଶ୍ୱାସ ଓ ପ୍ରଶ୍ୱାସ କ୍ରିୟାରେ ଅହରହ ପ୍ରଭୁଙ୍କ…

ଆଜିଠୁ ସାରା ରାଜ୍ୟରେ ସକାଳୁଆ ସ୍କୁଲ, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନିଷ୍ପତ୍ତି

ଭୁବନେଶ୍ବର: ରାଜ୍ୟରେ ବଢ଼ୁଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ସକାଳୁଆ ସ୍କୁଲ । ସକାଳ ୭ ଟାରୁ ୧୧ ଟା ୩୦ ପର୍ଯ୍ୟନ୍ତ ସ୍କୁଲ ଚାଲିବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଆଜିଠାରୁ ରାଜ୍ୟର ସମସ୍ତ ସ୍କୁଲରେ ଏହି ନିୟମ କାର୍ଯ୍ୟକାରୀ…

ସାଂସଦ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରଥମ ରିପୋର୍ଟ କାର୍ଡ ଜାରି କଲେ ପୁରୀ ବିଜେପି ସାଂସଦ ପ୍ରାର୍ଥୀ ଡକ୍ଟର ସମ୍ବିତ ପାତ୍ର

ଭୁବନେଶ୍ୱର: ଭୁବନେଶ୍ବର ବିଜେପି କାର୍ଯ୍ୟାଳୟଠାରେ ରିପୋର୍ଟ କାର୍ଡ ଜାରି କରିଛନ୍ତି ପୁରୀ ଲୋକସଭାର ସାଂସଦ ପ୍ରାର୍ଥୀ ଡକ୍ଟର ସମ୍ବିତ ପାତ୍ର। ଉଲ୍ଲେଖନୀୟ ବିଷୟ ହେଉଛି ଗତ ନିର୍ବାଚନରେ ହାରିଥିବା ସାଂସଦ ପ୍ରାର୍ଥୀଙ୍କ ମଧ୍ୟରେ ଏପରି ରିପୋର୍ଟ କାର୍ଡ ଜାରି କରିବାରେ ପ୍ରଥମ ହେଉଛନ୍ତି…

ଧର୍ମା ପ୍ରଡକ୍ସନର ଅକ୍ଷୟ ଅଭିନୀତ ଆଗାମୀ ଫିଲ୍ମର ନାମ ଶଙ୍କରା

ମୁମ୍ବାଇ: ଅକ୍ଷୟ କୁମାର, ଆର.ମାଧବନ ଅଭିନୀତ ଧର୍ମା ପ୍ରଡକ୍ସନର ଆଗାମୀ ଫିଲ୍ମର ନାମ ଶଙ୍କରା ରଖାଯାଇଛି । ପ୍ରଥମେ ଏହି ଫିଲ୍ମର ନାମ ଦି ଅନଟୋଲ୍ଡ ଷ୍ଟୋରୀ ଅଫ ସି ଶଙ୍କରନ ନାୟାର ରଖା ଯାଇଥିଲା । ଅନନ୍ୟା ପାଣ୍ଡେ ମଧ୍ୟ ଏହି ଫିଲ୍ମର ଗୁରୁତ୍ୱପୂର୍ଣ୍ଣ ଭୂମିକା କରୁଛନ୍ତି । ବ୍ରିଟିଶ ସରକାର…

ନନାଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ, ଇସିଙ୍କ ନିକଟରେ ଫେରାଦ ବିଜେଡି

ଭୁବନେଶ୍ୱର: ସୋମବାର ରାଜ୍ୟର ଶାସକ ଦଳ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ନିକଟରେ ଅଭିଯୋଗ କରାଯାଇଛି। ବିଜେଡି ଅଭିଯୋଗ କରିଛି ଯେ ଭାରତୀୟ ଜନତା ପାର୍ଟି (ବିଜେପି)ର ସାଂସଦ ତଥା ବାଲେଶ୍ବର ସାଂସଦ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ (ନନା) ଆଦର୍ଶ…

ସୁନାମଧନ୍ଯ ଓଡ଼ିଆ ଭଜନ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ପରଲୋକ

ଭୁବନେଶ୍ୱର: ସୁନାମଧନ୍ୟ ଓଡ଼ିଆ ଭଜନ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କର ୬୫ ବର୍ଷ ବୟସରେ ସୋମବାର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ଆଜି ସନ୍ଧ୍ୟାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ସ୍ୱାମୀ ବସନ୍ତ ଛୋଟରାୟ ସୂଚନା

ଆଇପିଏଲ ୧୭ତମ ସଂସ୍କରଣର ସବୁଠାରୁ କମ ସ୍କୋର କଲା ମୁମ୍ବାଇ

ମୁମ୍ବାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ମୁମ୍ବାଇ ଇଣ୍ଡିଆନର ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରହିଛି । ସୋମବାର ରାଜସ୍ଥାନ ରୟାଲ୍ସ ବିପକ୍ଷ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୧୨୬ ରନର ଟାର୍ଗେଟ ପ୍ରଦାନ କରିଛି । ଚଳିତ ସଂସ୍କରଣରେ ଏହା ସବୁଠାରୁ କମ ଦଳଗତ ସ୍କୋର । ଟସ ଜିତି…

ସୁନ୍ଦରଗଡ: ଦିଲ୍ଲୀପ ଏବଂ ଜୁଏଲ ପରସ୍ପରକୁ ପ୍ରଶଂସା କରି ମାଗୁଛନ୍ତି ଭୋଟ୍!

ସୁନ୍ଦରଗଡ: ଦୀର୍ଘ ଏକ ଦଶନ୍ଧିର ବ୍ୟବଧାନ ପରେ ସୁନ୍ଦରଗଡ଼ ଲୋକସଭା ଆସନରେ ବିଜେପିର ଜୁଏଲ ଓରାମ ଓ ବିଜେଡିର ଦିଲ୍ଲୀପ ତିର୍କୀ ନାମକ ଦୁଇ ରାଜନୈତିକ ହେଭିୱେଟ୍ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଥିବାରୁ ରାଜନୀତି ସରଗରମ ହୋଇଛି। ୨୦୧୪ ନିର୍ବାଚନରେ ଉଭୟ ଜୁଏଲ ଓ ଦିଲ୍ଲୀପ ସୁନ୍ଦରଗଡ଼…