ସମାଜବାଦୀ ପାର୍ଟି ଜାରି କଲା ଇସ୍ତାହାର; କ୍ଷମତାକୁ ଆସିଲେ ଅଟା ଠୁ ଡାଟା ଦିଆଯିବ ମାଗଣା
ଲକ୍ଷ୍ନୌ: ଲୋକସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ଇସ୍ତାହାର ପତ୍ର ଜାରି କରିଛି । 'ଭିଜନ ଡକ୍ୟୁମେଣ୍ଟ' ନାମରେ ଜାରି କରାଯାଇଥିବା ମେନିଫେଷ୍ଟୋରେ ସାମାଜିକ ନ୍ୟାୟ ତଥା ସମ୍ବିଧାନର ସୁରକ୍ଷା ପାଇଁ ପ୍ରତିବଦ୍ଧ ବୋଲି କୁହାଯାଇଛି । ସପା ଦେଇଥିବା ପ୍ରତିଶ୍ରୁତିରୁ ଏହା ସ୍ପଷ୍ଟ ହୋଇଛି ଯେ…