Latest Odisha News

BREAKING NEWS

ହିଞ୍ଜଳିରେ ହାରିଯାଇପାରନ୍ତି ନବୀନ ପଟ୍ଟନାୟକ: ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ଆସନ ହାରିଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏହା କହିଛନ୍ତି। ଯିଏକି ପୂର୍ବରୁ ବିଜେଡି ସରକାରର ମନ୍ତ୍ରୀ ଥିଲେ। ଏବେ କିନ୍ତୁ ସେ ବିଜେପିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ହୋଇ ନିର୍ବାଚନ…

‘ଓଡିଶାରେ କେବଳ ଗୋଟିଏ ଟିମ୍‌ ପାଣ୍ଡିଆନ ଓ ତାଙ୍କ ପତ୍ନୀଙ୍କ ଟିମ୍‌’

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରର ପାଟକୁରାରୁ ନବୀନ ସରକାରଙ୍କ ଉପରେ ବର୍ଷିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ବିଶ୍ବଶର୍ମା କହିଛନ୍ତି ଯେ, ଓଡ଼ିଶାର ହାଲତ ଏବେ କ'ଣ ଅଛି ତାହା ସମସ୍ତେ ଦେଖିପାରୁଥିବେ । ଓଡିଶା କୁ ଯଦି ଭଲ ସରକାର ମିଳେ, ତେବେ ରାଜ୍ୟ ୧ ନମ୍ବର…

ବିଜେପି ନେତାଙ୍କ ହାତକୁ ପଥରରେ ଛେଚି ଦେଲେ ବିଜେଡି କର୍ମୀ, ଏଠି ବି ସବୁ ଦେଖୁଥିଲା ପୋଲିସ?

ଭଦ୍ରକ: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ ହେବାକୁ ହାତରେ ଆଉ ତିନ ଦିନ ରହିଛି। ଏହାପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସା ଦେଖିବାକୁ ମିଳିଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ହିଂସା ଦେଖିବାକୁ ମିଳିଛି। ବିଜେଡି କର୍ମୀଙ୍କ ଆକ୍ରମଣରେ ବିଜେପି କର୍ମୀ ଲହୁ ଲହୁଣା…

ଧର୍ମଶାଳା ଓସାରାରେ ବିଜେଡି କର୍ମୀଙ୍କ ଲଙ୍କାକାଣ୍ଡ, ସାମାନ୍ୟ ବଚସାରୁ କଲେ ଭଙ୍ଗାରୁଜା

ଯାଜପୁର: ଧର୍ମଶାଳା ଓସାରାରେ ବିଜେଡି କର୍ମୀଙ୍କ ଭଙ୍ଗାରୁଜା । ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପସ୍ଥିତିରେ ଏହି ଅଘଟଣ ହୋଇଥିବା ସୁଚନା ରହିଛି । । ସୂଚନା ମୁତାବକ,ରାଲି ରେ ଯାଉଥିବା ବେଳେ ସାମାନ୍ୟ ବଚସାରୁ ଭଙ୍ଗାରୁଜା କଲେ ବିଜେଡି କର୍ମୀ । ଜଣେ ପୂର୍ବତନ ସରପଞ୍ଚ କାର୍‌ରେ…

‘ରତ୍ନ ଭଣ୍ଡାର ଚାବି କେବେ ଫେରାଇବେ, ନା ଗୋଡାଇ ଗୋଡାଇ ତାମିଲନାଡୁରୁ ଆଣିବୁ?’

କେନ୍ଦ୍ରାପଡ଼ା: ଆଜି କେନ୍ଦ୍ରାପଡାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଟାକ୍ଷର କଡା ଜବାବ ଦେଇଛନ୍ତି ବୈଜୟନ୍ତ ପଣ୍ଡା । ପାଟକୁରା ସଭାରେ ସମ୍ବୋଧିତ କଲାବେଳେ କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା କହିଛନ୍ତି ଯେ, ଆଜି ମୋ ନାଁ ନନେଇ ମୁଖ୍ୟମନ୍ତ୍ରୀ ଯାହା ସବୁ କହିଲେ ତାହା…

କୋର୍ଟରେ କାନ୍ଦିଲେ ସ୍ବାତୀ, କହିଲେ ବିଭବଙ୍କ ଜାମିନ ମୋ ପାଇଁ ବିପଦ

ନୂଆଦିଲ୍ଲୀ: କୋର୍ଟରେ ଭାଙ୍ଗିପଡିଲେ ସ୍ବାତୀ ମାଲିଓ୍ବାଲ । ବିଚାରପତିଙ୍କ ଆଗରେ କାନ୍ଦିପକାଇଲେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସହାୟକ ବିଭବ କୁମାରଙ୍କ ଓକିଲ କୋର୍ଟରେ ସ୍ୱାତିଙ୍କ ବିରୋଧରେ ସଙ୍ଗୀନ ଆରୋପ ଲଗାଇବା ପରେ କୋହ ସମ୍ଭାଳି ପାରିଲେନି ସ୍ବାତୀ । କହିଲେ ଯଦି ବିଭବ ଜାମିନରେ…

ଜନସଭା ସମୟରେ ଭାଙ୍ଗି ପଡିଲା ମଞ୍ଚ, ଅଳ୍ପକେ ବର୍ତ୍ତିଲେ ରାହୁଲ

ପାଟନା: ‘ଇଣ୍ଡିଆ’ ମେଣ୍ଟର ଜନସଭା ଚାଲିଥିବା ସମୟରେ ଭାଙ୍ଗି ପଡିଲା ମଞ୍ଚ । ଅଳ୍ପକେ ବର୍ତ୍ତିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏପରି ଘଟଣା ଆଜି ଦେଖିବାକୁ ମିଳିଛି ବିହାରର ପାଟନା ସ୍ଥିତ ପାଲିଗଞ୍ଜରେ । ଏହି ସମୟରେ ଲାଲୁ ଯାଦବଙ୍କ ଝିଅ ତଥା ଆରଜେଡି ପ୍ରାର୍ଥୀ ମିସା ଭାରତୀ ଏବଂ ତାଙ୍କ…

କେନ୍ଦ୍ରାପଡ଼ାରେ ନବୀନଙ୍କ ନିର୍ବାଚନୀ ପ୍ରଚାର, ନାଁ ନ ନେଇ ପୂର୍ବତନ ସାଂସଦଙ୍କୁ କଲେ ଟାର୍ଗେଟ

କେନ୍ଦ୍ରାପଡା: ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ୟ୍ୟାୟ ନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଆଜି ଓହ୍ଲାଇଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ରାପଡା ସଭାରେ ଜନସଭାକୁ ସମ୍ବୋଧିତ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ସରକାରଙ୍କ ଯୋଜନା ଭଲ କି ନାହିଁ ବୋଲି…

କର୍ମୀମାନଙ୍କୁ ପାଣ୍ଡିଆନଙ୍କ ଆଶ୍ବାସନା; ‘ପ୍ରାର୍ଥୀମାନଙ୍କୁ ଅଧିକ ମାର୍ଜିନରେ ଜିତାଇଲେ ସ୍ୱତନ୍ତ୍ର ପୁରସ୍କାର…

ଜଗତସିଂହପୁର: ସାରା ଭାରତବର୍ଷରେ ଏକ ନମ୍ୱର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶାକୁ ଏକ ନମ୍ୱର କରିବେ ନବୀନ ପଟ୍ଟନାୟକ ବୋଲି ଆଜି ଜଗତସିଂହପୁର ନିର୍ବାଚନମଣ୍ଡଳୀରେ ଏକ ଜନସଭାକୁ ସମ୍ବୋଧିତ କଲାବେଳେ ଏହା କହିଛନ୍ତି ବିଜେଡି ବରିଷ୍ଠ ନେତା ଭିକେ ପାଣ୍ଡିଆନ । ସେ ବିଜେପିକୁ ଟାର୍ଗେଟ୍ କରି…

ଆସିଲା ବିଧାନସଭା ପ୍ରାର୍ଥୀଙ୍କ ଏଡିଆର ରିପୋର୍ଟ; ସବୁଠୁ ଧନୀ ଦିଲ୍ଲୀପ ରାୟ

ଭୁବନେଶ୍ବର: ପ୍ରକାଶ ପାଇଲା ବିଧାନସଭା ପ୍ରାର୍ଥୀଙ୍କ ଏଡିଆର ରିପୋର୍ଟ । ୧୪୭ ବିଧାନସଭାର ମୋଟ୍ ୧୨୮୫ ପ୍ରାର୍ଥୀଙ୍କୁ ନେଇ ଏଡିଆର୍‌ ଆଜି ରିପୋର୍ଟ ପ୍ରକାଶ କରିଛି। ୧୨୮୫ ପ୍ରାର୍ଥୀଙ୍କ ମଧ୍ୟରେ ୩୨% ଅର୍ଥାତ୍‌ ୪୧୨ ଜଣ କୋଟିପତି ପ୍ରାର୍ଥୀ ରହିଛନ୍ତି। ଯେଉଁଥିରେ ସବୁଠୁ ଧନୀ ହେଲେ…