‘ସଂଗତ’ରେ ଦେବବ୍ରତ ଦାସଙ୍କ ‘ଲାଞ୍ଜ’କୁ ନେଇ ଚର୍ଚ୍ଚା
ଭୁବନେଶ୍ବର : ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ‘ଟାଇମ୍ପାସ୍’ ପ୍ରକାଶନ ପକ୍ଷରୁ ସାହିତ୍ୟ ଏକାଡେମୀ ଯୁବପୁରସ୍କାରପ୍ରାପ୍ତ କଥାକାର ଦେବବ୍ରତ ଦାସଙ୍କ ଗଳ୍ପ ସଙ୍କଳନ ‘ଲାଞ୍ଜ’କୁ ନେଇ ଏକ ଚର୍ଚ୍ଚା ଆସର ସ୍ଥାନୀୟ ଏକ ଘରୋଇ ହୋଟେଲରେ ଆୟୋଜିତ ହୋଇଯାଇଛି। ବିଶିଷ୍ଟ କଥାକାର ପ୍ରକାଶ ମହାପାତ୍ରଙ୍କ…