ସିଏଏ ଆଳରେ ଏକାଠି ହେବେ କି ଅଣ ବିଜେପି ଶାସିତ ରାଜ୍ୟ ? କେଉଁ ସ୍ଥାନରେ ସିଏଏ ଲାଗୁ ହେବନି ଜାଣନ୍ତୁ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପୂର୍ବରୁ ଦେଶରେ ସିଏଏ ଲାଗୁ ପାଇଁ ନିୟମାବଳୀର ବିଜ୍ଞପ୍ତି ଜାରି ହୋଇଛି। ଏହି ଆଇନ ଲାଗୁ ହେଲେ ଭାରତରେ ରହୁଥିବା ପଡୋଶୀ ୩ଟି ଦେଶର ସଂଖ୍ୟାଲଘୁ ଭାରତର ନାଗରିକ ହୋଇପାରିବେ। ୨୦୧୪ ଡିସେମ୍ବର ୩୧ ପୂର୍ବରୁ ପାକିସ୍ତାନ, ବାଂଲାଦେଶ ଏବଂ…