Latest Odisha News

BREAKING NEWS

ଇଣ୍ଡିଆ ମେଣ୍ଟ: ୟୁପିରେ ଆପକୁ ଆସନ ଦେବ କଂଗ୍ରେସ୍?

ନୂଆଦିଳ୍ଲୀ: ଶାସକ ଦଳକୁ କଡ଼ା ଟକ୍କର ଦେବା ପାଇଁ ଇଣ୍ଡିଆ ମେଣ୍ଟ କରିଥିଲେ ବିରୋଧୀ । ଯେଉଁଥିରେ କିଛି ରାଜ୍ୟରେ ଫାଟ ସୃଷ୍ଟି ହୋଇଛି । ଆାମ ଆଦମୀ ଅର୍ଥାତ ଆପ ଇଣ୍ଡିଆ ମେଣ୍ଟରେ ସାମିଲ ହୋଇଥିଲେ ମଧ୍ୟ ଉତ୍ତର ପ୍ରଦେଶରେ ନିର୍ବାଚନ ଲଢ଼ିବା ସ୍ଥିତି କିଛି ସ୍ପଷ୍ଟ ହୋଇନି । ଏପର୍ଯ୍ୟନ୍ତ…

ନାସା ଜାରି କଲା ବୃହସ୍ପତିର ଏକ ବିରଳ ଚିତ୍ର, ଯାହା ପୃଥିବି ଠାରୁ ୨ଗୁଣ ବଡ

ନୂଆଦିଲ୍ଲୀ: ସ୍ପେସ ଏଜେନ୍ସି ନାସା ତରଫରୁ ସବୁବେଳେ ବିଶ୍ଵ ବ୍ରହ୍ମାଣ୍ଡକୁ ନେଇ କିଛି ନା କିଛି ଆକର୍ଷଣୀୟ ଫଟୋ ଏବଂ ଭିଡିଓ ଜାରି କରାଯାଇଥାଏ । ଏଥର ଏହି ସ୍ପେସ୍ ଏଜେନ୍ସି ତାହାର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ମହାକାଶଯାନ ଜୁନୋ ଦ୍ୱାରା ଉତ୍ତୋଳନ କାରାଯାଇଥିବା ବୃହସ୍ପତି ଉପରେ “ଗ୍ରେଟ୍…

୨ କଏଦୀ ଫେରାର ଘଟଣା: ଗତକାଲି ତଦନ୍ତ ଆଜି ଆକ୍ସନ

ବଲାଙ୍ଗୀର: କାଲି କଲେ ତଦନ୍ତ, ଆଜି ନେଲେ ଆକ୍ସନ । ବଲାଙ୍ଗୀର ଟିଟିଲାଗଡ଼ ସବଜେଲରୁ ଜେଲ୍‌ରୁ ୨ କଏଦୀ ଚମ୍ପଟ ମାରିବା ଘଟଣା । ଟିଟିଲାଗଡ଼ ଜେଲ୍ ୱାର୍ଡେନ ଦାନୀ ଦୋରାଙ୍କୁ ସସ୍‌ପେଣ୍ଡ କଲେ ଡିଆଇଜି । କାର୍ଯ୍ୟରେ ଅବହେଳା ଯୋଗୁଁ ନିଲମ୍ବନ କରିଛନ୍ତି ଡିଆଇଜି କୁଳମଣି ବେହେରା । ଗତକାଲି…

ବିବାହ ବନ୍ଧନରେ ବାନ୍ଧି ହେଲେ ଗ୍ୟାଙ୍ଗଷ୍ଟାର କାଲା ଜଠେଡି ଓ ଲେଡି ଡନ୍ ଅନୁରାଧା

ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହେଲ ଗ୍ୟାଙ୍ଗଷ୍ଟାର କାଲା ଜଠେଡି ଓ ଲେଡି ଡନ୍ ଅନୁରାଧା । ୭୦ ରୁ ୮୦ ଜଣ ଅତିଥିଙ୍କ ମଧ୍ୟରେ ସମ୍ପର୍ଣ୍ଣ ହେବା ବିବାହ । ବିବାହ ଆରମ୍ଭରୁ ପ୍ରବେଶ ପଥରେ ନିଜେ ଲେଡି ଡନ୍ ତଥା ମ୍ୟାଡାମ୍ ମିଞ୍ଜ୍ ଅତୀଥିମାନଙ୍କ ତାଲିକା ଯାଞ୍ଚ କରୁଥିଲେ । ବିବାହ ପାଇଁ…

ପୋଖରନରେ ସାମରିକ ଅଭ୍ୟାସର ତଦାରଖ କଲେ ପ୍ରଧାନମନ୍ତ୍ରୀ

ଜୟପୁର: ରାଜସ୍ଥାନର ପୋଖରାନରେ ସ୍ୱଦେଶୀ ଅସ୍ତ୍ର ଶକ୍ତି ତଦାରଖ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ୪୦ଟି ଦେଶର ପ୍ରତିନିଧୀଙ୍କ ସହ ଜୈସଲମେରର ପୋଖରାନ ଫିଲ୍ଡ ଫାୟାରିଂ ରେଞ୍ଜରେ 'ଭାରତ ଶକ୍ତି' ସାମରିକ ଅଭ୍ୟାସ ଦେଖିଲେ । ଭାରତ ଶକ୍ତି ସାମରିକ ଅଭ୍ୟାସରେ ସ୍ୱଦେଶୀ କୌଶଳରେ ତିଆରି…

ସରକାରୀ ସ୍କୁଲରେ ପୂରଣ ହେବ ୨୬୨୯ଟି ଶିକ୍ଷକ ପଦ

ଭୁବନେଶ୍ବର:ଏପ୍ରିଲ ୧ ତାରିଖରୁ ସମସ୍ତ ସରକାରୀ ସ୍କୁଲରେ ଶିକ୍ଷକ ପଦବୀ ପାଇଁ ଆରମ୍ଭ ହେବ ଆବେଦନ। ସରକାରୀ ସ୍କୁଲରେ ପୂରଣ ହେବ ୨୬୨୯ଟି ଶିକ୍ଷକ ପଦ। ଏପ୍ରିଲ ୧ ତାରିଖରୁ ଅନ୍‌ଲାଇନ୍‌ ଆବେଦନ ଆରମ୍ଭ ହୋଇ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ,…

ସିଏଏ ଲାଗୁ ହେବା ପରେ ଉତ୍ସବ ମନାଉଛନ୍ତି ପାକିସ୍ତାନୀ ଶରଣାର୍ଥୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦ୍ବାରା ଦେଶରେ ସିଏଏ ଲାଗୁ କରାଯାଇଛି । ଏହା ଲାଗୁ ହେବା ପରେ ରାଜସ୍ଥାନ, ପଶ୍ଚିମବଙ୍ଗ ପରି ରାଜ୍ୟରେ ରହୁଥିବା ପାକିସ୍ତାନୀ ଶରଣାର୍ଥୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଅନେକ ସ୍ଥାନରେ ଶରଣାର୍ଥୀ ଭାରତ ମାତା କି ଜୟ, ନରେନ୍ଦ୍ର ମୋଦୀ ଜିନ୍ଦାବାଦ ନାରା…

ସମ୍ବଲପୁରରେ ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ୩୭୪ କୋଟି ୧୭ ଲକ୍ଷ ଟଙ୍କା ମଞ୍ଜୁର କଲେ କେନ୍ଦ୍ରମନ୍ତ୍ରୀ ନିତୀନ ଗଡ଼କରୀ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ଦୁଇଟି ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ୩୭୪ କୋଟି ୧୭ ଲକ୍ଷ ଟଙ୍କା ମଞ୍ଜୁର କଲେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତୀନ ଗଡ଼କରୀ । ଅଇଁଠାପାଲି ଜଙ୍କସନ୍‌ ଠାରେ ୬ ଲେନ୍‌ ବିଶିଷ୍ଟ ୩.୫ କିଲୋମିଟର ଲମ୍ବା ଫ୍ଲାଏଓଭର ଏବଂ ୫୩ ନମ୍ବର ଜାତୀୟ ରାଜପଥ ଉପରେ ଦୁଇ…

ଝରିଗାଁ ବ୍ଲକ କାର୍ଯ୍ୟାଳୟକୁ ତାଲା ପକାଇଲେ ଠିକାଦାର ସଂଘ

ନବରଙ୍ଗପୁର: ଝରିଗାଁ ବ୍ଲକ ଠିକାଦାର ସଂଘ ପକ୍ଷରୁ ମନରେଗା( MGNREGS) ମେଟେରିଆଲ ଟଙ୍କା ଦେବାରେ ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅବହେଳା କରୁଥିବା ଅଭିଯୋଗ କରି ଝରିଗାଁ ବ୍ଲକ କାର୍ଯ୍ୟାଳୟକୁ ତାଲା ପକାଇଛନ୍ତି। ଠିକାଦାର ସଂଘର ସଭାପତି ମଦନ ସାମଲଙ୍କ ଅଭିଯୋଗ ପ୍ରକାରେ ଝରିଗାଁ ବ୍ଳକର…

କିମ୍ସ ଗ୍ରାମୀଣ ଡାକ୍ତରଖାନା ଓ କଲରାବାଙ୍କ ସ୍ମାର୍ଟ ଭିଲେଜର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ଵର: ଲୋକାର୍ପଣ ହେଲା କିମ୍ସ ଗ୍ରାମୀଣ ଡାକ୍ତରଖାନା । କଟକ ଜିଲ୍ଲା କଲରାବାଙ୍କଠାରେ କିମ୍ସ ଗ୍ରାମୀଣ ଡାକ୍ତରଖାନା ଏବଂ କଲରାବାଙ୍କ ସ୍ମାର୍ଟ ଭିଲେଜକୁ ଆଭାଷୀ ମାଧ୍ୟମରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୯ଟି କିମ୍ସ ଗ୍ରାମୀଣ…