Latest Odisha News

BREAKING NEWS

ମୁଖ୍ୟ ଶାସନ ସଚିବଙ୍କ ଓଏସଡି ଭାବେ ପିନାକୀ ପଟ୍ଟନାୟକ ନିଯୁକ୍ତ

ଭୁବନେଶ୍ୱର: ଓଡ଼ିଶା ସରକାର ବରିଷ୍ଠ ଓଏଏସ୍ ଅଧିକାରୀ ପିନାକୀ ପଟ୍ଟନାୟକଙ୍କୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସ୍ୱତନ୍ତ୍ର ଦାୟିତ୍ୱ ଅଧିକାରୀ (ଓଏସଡି) ଭାବରେ ନିଯୁକ୍ତ କରିଛନ୍ତି। ସେ ବର୍ତ୍ତମାନ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ଅତିରିକ୍ତ ସଚିବ ତଥା ଓଡ଼ିଶା ଦକ୍ଷତା ବିକାଶ…

Baaz Battalions: ସୀମାରେ ‘ବାଜ୍ ନଜର’, ଧରାପଡିବ ଚୀନ-ପାକିସ୍ତାନର ସବୁ ଚାଲ୍!

ନୂଆଦିଲ୍ଲୀ: ସୀମାରେ ଉଡ଼ିବ 'ବାଜ୍' ଶତ୍ରୁ ଉପରେ ରଖିବ ତୀକ୍ଷ୍ଣ ନଜର! ଏବେ ଭାରତରେ ପ୍ରତିରକ୍ଷାର ଚିତ୍ର ବଦଳିଯାଇଛି। ଆଉ କେବଳ ଟ୍ୟାଙ୍କ କିମ୍ବା ଯୁଦ୍ଧ ବିମାନ ନୁହେଁ... ଏବେ ଡ୍ରୋନ୍ ହିଁ ହେଉଛି ସବୁଠୁ ବଡ଼ ଅସ୍ତ୍ର। ରୁଷ-ୟୁକ୍ରେନ୍ ଯୁଦ୍ଧ ହେଉ କି ଭାରତ-ଚୀନ ସୀମା…

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ୨୩ ଓଏଏସ୍ ଅଧିକାରୀଙ୍କୁ ଓଏସଡି ଭାବେ ନିଯୁକ୍ତି

ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଜୁଲାଇ ୧୬ରେ ଅନୁଷ୍ଠିତ ହେବ। ଏହାକୁ ସୁଗମ କରିବା ପାଇଁ ଓଡ଼ିଶା ସରକାର ୨୩ ଜଣ ଓଏଏସ୍ ଅଧିକାରୀଙ୍କୁ ପୁରୀରେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ଭାବରେ ନିଯୁକ୍ତ କରିଛନ୍ତି। ସେମାନଙ୍କୁ ଜୁନ୍ ୩୦ରୁ ଜୁଲାଇ ୨୭ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଡ୍ୟୁଟି…

Iran-US talk: ଶାନ୍ତ ହେଉନି ଇରାନ-ଆମେରିକା ଉତ୍ତେଜନା; ପରବର୍ତ୍ତୀ ଶାନ୍ତି ଆଲୋଚନା ପାଇଁ କାହିଁକି ରାଜି ନାହିଁ…

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଶାନ୍ତି କିଛି ଦିନ ବଜାୟ ରହିଛି କି ନାହିଁ, ପୁଣି ଇରାନ ଏବଂ ଆମେରିକା ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଛି । ଆମେରିକା ସହ ପରବର୍ତ୍ତୀ ପର୍ଯ୍ୟାୟର ଶାନ୍ତି ଆଲୋଚନାକୁ ଯିବାକୁ ଏବେ ପ୍ରସ୍ତୁତ ନୁହେଁ ଇରାନ। ଦେଶର ସଂସଦ ବାଚସ୍ପତି ମହମ୍ମଦ ବାଘେର ଗାଲିବାଫ କହିଛନ୍ତି,…

ତାମିଲନାଡ଼ୁ ଗ୍ୟାସ୍‌ ଟ୍ରାଜେଡି: ଓଡ଼ିଶା ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି

ଭୁବନେଶ୍ୱର: ତାମିଲନାଡୁର ତିରୁଭଲ୍ଲୁର ଜିଲ୍ଲାର ଏକ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ କାରଖାନାରେ ଆମୋନିଆ ଗ୍ୟାସ ଲିକ୍ ଦୁର୍ଘଟଣାରେ ଆଉ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ମୋଟ୍ ମୃତକଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିବା ଆଉ ଜଣେ…

ବର୍ଷା ପାଇଁ ରାଜ୍ୟର ସବୁ ବ୍ରିଜର ହେବ ସ୍ଥିତି ଯାଞ୍ଚ, ୪ ଜୁଲାଇ ସୁଦ୍ଧା ରିପୋର୍ଟ ତଲବ

ଭୁବନେଶ୍ୱର: ରାଜ୍ୟରେ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପୂର୍ଣ୍ଣ ମାତ୍ରାରେ ସକ୍ରିୟ ହୋଇଉଠିଛି। ଫଳରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି। ଅନ୍ୟପଟେ ବଙ୍ଗୋପସାଗରରେ ବଳ ଗୋଟାଉଛି ଲଘୁଚାପ। ଜୁଲାଇ ୩ ରୁ ୭ ତାରିଖ ଭିତରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରଥମେ ବର୍ଷା ବଢ଼ିପାରେ। ବଡ଼ ବର୍ଷା…

ତେଜିଲା ଡାକ୍ତର ଅସନ୍ତୋଷ, ଅନିର୍ଦ୍ଦିଷ୍ଟକାଳ ପାଇଁ ରାଜ୍ୟରେ ରୋଗୀ ସେବା ବନ୍ଦ

ଭୁବନେଶ୍ୱର: କଳା ବ୍ୟାଚ ପିନ୍ଧି ଡ୍ୟୁଟି କରୁଛନ୍ତି ଜୁନିଅର ଡାକ୍ତର। ଓମସାର ୧୦ ଦଫା ଦାବି ନେଇ ପ୍ରତିବାଦ ଜାରି ରହିଛି। ଜୁନିଅର ଡାକ୍ତର ସଂଘ ସଭାପତିଙ୍କ ଚେତାବନୀ, ଦାବି ପୂରଣ ନହେଲେ ଆଗକୁ ଜୋରଦାର ହେବ ଆନ୍ଦୋଳନ। ଜାତୀୟ ଡାକ୍ତର ଦିବସରେ ଆନ୍ଦୋଳନକୁ ଓହ୍ଲାଇବେ ଡାକ୍ତର। ଆଜିଠୁ…

VB-G RAM G ଆଇନ ଆଜିଠୁ ଲାଗୁ; ମିଳିବ ୧୨୫ ଦିନର ନିଯୁକ୍ତି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୧ ଜୁଲାଇରୁ "ଭାରତର ବିକାଶ - ନିଯୁକ୍ତି ଏବଂ ଜୀବିକା ମିଶନ (ଗ୍ରାମୀଣ) ଆଇନ, ୨୦୨୫" (VB-G RAM G) ଆଇନ କାର୍ଯ୍ୟକାରୀ କରିଛନ୍ତି। ଯାହା ଗ୍ରାମୀଣ ନିଯୁକ୍ତି ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆଣିଛି। ସରକାର ନୂଆ ଗ୍ରାମୀଣ ନିଯୁକ୍ତି ଯୋଜନା ଅଧୀନରେ…

ତାରାତାରିଣୀ ମନ୍ଦିର ନିକଟ ହୋଟେଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର: ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ତାରାତାରିଣୀ ମନ୍ଦିର ନିକଟ ହୋଟେଲରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ପୁରୀ ଜିଲ୍ଲାର ହୋଇଥିବା ବେଳେ ରୋପୱେ ମରାମତି କରିବାକୁ ୨୮ ତାରିଖରେ ସେଠାକୁ ଆସିଥିଲେ ବୋଲି କୁହାଯାଉଛି। ଗତ ୨୮ ତାରିଖରୁ ସ୍ଥାନୀୟ ଅଞ୍ଚଳରେ…

ISIS ଆଡ୍ଡା ଉପରେ ଡ୍ରୋନ୍ ମାଡ଼ କଲା ଆଫଗାନିସ୍ତାନ

ଇସଲାମାବାଦ: ଆଫଗାନିସ୍ତାନରେ ଶାସନ କରୁଥିବା ତାଲିବାନ, ପାକିସ୍ତାନ ଉପରେ ଡ୍ରୋନ୍ ମାଡ଼ କରିଛି। ତାଲିବାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଆକ୍ରମଣକୁ ସ୍ପଷ୍ଟ କରିବା ସହ କହିଛନ୍ତି ଯେ ସେମାନେ ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ ଖୋରାସାନ୍ (ISIS-K), ଏକ ଆତଙ୍କବାଦୀ ସଂଗଠନ ସହିତ ଜଡିତ…