Latest Odisha News

BREAKING NEWS

ଫୋକସରେ ପ୍ରଣବ ପ୍ରକାଶ: ଜାଣନ୍ତୁ କାହାକୁ ବିଜେଡି ଦେଇପାରେ ଟିକେଟ୍

ଭୁବନେଶ୍ୱର: ନବୀନ ନିବାସ ୱାରରୁମରେ ଫାଇନାଲ୍ ହେଉଛି ଟିକେଟ । କାହାକୁ ମିଳିବ ? କାହାର କଟିବ ? କେଉଁଠି ଦଳ ଦେବ ନୂଆ ମୁହଁ ? ମହାସଂଗ୍ରାମ ପାଇଁ ରଣନୀତି ହେଉଛି। ବର୍ତ୍ତମାନ ସୁଦ୍ଧା ୧୧ ଲୋକସଭା ଓ ୭୭ ବିଧାନସଭା ଆସନର ସମୀକ୍ଷା ସାରିଲେଣି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। କିଛି…

‘କେଜ୍ରିଓ୍ବାଲଙ୍କ ଲୋକପ୍ରିୟତାରେ ଭୟଭୀତ, ନିର୍ବାଚନ ପ୍ରଚାରରୁ ଦୂରେଇ ରଖିବାକୁ ଚେଷ୍ଟା କରୁଛି…

ଚଣ୍ଡିଗଡ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଅଭିଯୋଗ କରିଛନ୍ତି ଯେ ବିଜେପି ଅରବିନ୍ଦ କେଜ୍ରିୱାଲଙ୍କ ବଢୁଥିବା ଲୋକପ୍ରିୟତାକୁ ନେଇ ଦେଖି ଭୟ କରୁଛି ଏବଂ ତାଙ୍କୁ ଲୋକସଭା ନିର୍ବାଚନରେ ପ୍ରଚାରରୁ ରୋକିବାକୁ ଚେଷ୍ଟା କରୁଛି । ବିଜେପି କେଜ୍ରିଓ୍ଵାଲ ଏବଂ ଆମ୍ ଆଦମୀ ପାର୍ଟି (ଆପ୍)କୁ ଶେଷ…

ଦୁନିଆର ସବୁଠାରୁ ରହସ୍ୟମୟ ଗଛ, ଜାଣନ୍ତୁ ଏହି ରହସ୍ୟ ପଛର କାହାଣୀ

ନୂଆଦିଲ୍ଲୀ; ଦୁନିଆରେ ଅନେକ ପ୍ରକାରର ଜିନିଷ ଅଛି ଯାହା ବିଷୟରେ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣଙ୍କୁ ଏପରି କିଛି ଗଛ ବିଷୟରେ କହିବୁ ଯାହା ଦୁନିଆରେ ସବୁଠାରୁ ଅନନ୍ୟ ବୋଲି ବିବେଚନା କରାଯାଏ । ଏହି ଗଛଗୁଡିକ ବିଷୟରେ ଶୁଣିଲେ ଆପଣ ମଧ୍ୟ ଭାବିବାକୁ ବାଧ୍ୟ ହୋଇଯିବେ ଯେ, କଣ ସତରେ…

ବନ୍ୟପ୍ରାଣୀ ଆଇନ ଉଲ୍ଲଂଘନ ଅଭିଯୋଗରେ ଭଦ୍ରକର ୟୁଟ୍ୟୁବର ଗିରଫ

ଭଦ୍ରକ: ୟୁଟ୍ୟୁବର ମିର୍ଜା ମହମ୍ମଦ ଆରିଫଙ୍କୁ ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ ଉଲ୍ଲଂଘନ ଅଭିଯୋଗରେ ବନ ବିଭାଗର ବନ୍ୟପ୍ରାଣୀ ଶାଖା ଗିରଫ କରିଛି। ଭଦ୍ରକ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ଚଢ଼ାଉ ବେଳେ ଭଦ୍ରକ ପୁରୁଣାବଜାର କାଜିମହଲା ଅଞ୍ଚଳର ଆରିଫ୍ ଙ୍କ ନିକଟରୁ ବନ୍ୟପ୍ରାଣୀ ସୁରକ୍ଷା ଆଇନ…

ଏବେ କେବଳ ଆଇପିଏଲ ଚିନ୍ତା

୨୦୦୭ ଦିନିକିଆ ବିଶ୍ୱକପ କ୍ରିକେଟରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ କ୍ରିକେଟପ୍ରେମୀଙ୍କୁ ବ୍ୟଥିତ କରିଥିଲା । ଏହାର କିଛି ଦିନ ପରେ କ୍ରିକେଟର ନୂଆ ଫର୍ମାଟ ପାଦ ଥାପିଥାଏ । ଆଇସିସି ଟି୨୦ ବିଶ୍ୱକପ ପାଇଁ ଯୋଜନା କରିଥିଲା ଏବଂ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଭାରତ ଚାମ୍ପିୟନ ହୋଇଥିଲା…

ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ କୁଖ୍ୟାତ ଚନ୍ଦନ ତସ୍କର ବୀରପନ୍ନଙ୍କ ଝିଅ

ଚେନ୍ନାଇ : ପାଖେଇ ଆସୁଛି ଲୋକସଭା ନିର୍ଵାଚନ l ସରଗରମ ରାଜ୍ୟ ଠାରୁ ଦେଶ ରାଜନୀତି l ବିଭିନ୍ନ ସ୍ଥାନରେ ପ୍ରାର୍ଥୀକୁ ନେଇ ଲାଗିରହିଛି ଚର୍ଚ୍ଚା l ଏଥର ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ କୁଖ୍ୟାତ ଚନ୍ଦନ ତସ୍କର ବୀରପନ୍ନଙ୍କ ଝିଅ ବିଦ୍ୟା ରାଣୀ l ଆସନ୍ତା ଏପ୍ରିଲ ୧୯ ରେ…

ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ପରେ ଦେବଗଡ଼ ଓ ଗ୍ରାମାଞ୍ଚଳ କଟକରେ ନୂଆ ଏସପି ନିଯୁକ୍ତ

ଭୁବନେଶ୍ୱର: ନିର୍ବାଚନ ଆୟୋଗ ବା କମିସନଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା ସରକାର ଦେବଗଡ଼ ଓ କଟକ ଗ୍ରାମାଞ୍ଚଳରେ ଏସପି ପଦବୀରେ ପରିବର୍ତ୍ତନ କରିଛନ୍ତି। ଅଣକ୍ୟାଡର ଅଫିସର ରାମ ପ୍ରସାଦ ସାହୁ ଓ ମିହିର କୁମାର ପଣ୍ଡାଙ୍କୁ ଏସପି ପଦରୁ ବଦଳି କରିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ।…

ଓଡ଼ିଶାରେ ଲୋକସଭା ଆସନ ପାଇଁ ଦୁଇ ସାଂସଦଙ୍କ ଟିକେଟ୍ କାଟିଛି ବିଜେପି, ତିନି ଜଣଙ୍କୁ ରିପିଟ୍?

ଭୁବନେଶ୍ୱର: ଦିଲ୍ଲୀରୁ ଆଜି ଆସିବ ଓଡ଼ିଶା ବିଜେପି ନେତାଙ୍କ ପ୍ରାର୍ଥୀ ତାଲିକା। ପ୍ରାର୍ଥୀ ତାଲିକା ଉପରେ ମୋହର ମାରି ସାରିଛି ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି। ଗତକାଲି ବିଳମ୍ବିତ ରାତି ଯାଏ ଆଲୋଚନା ହୋଇଥିଲା । କେଉଁଠି କାହାର ବିଜୟ ସମ୍ଭାବନା ଅଧିକ। କାହାକୁ ରିପିଟ ଓ କେଉଁଠି…

ହୀରାକୁଦ ଅଞ୍ଚଳରେ କାୟା ବିସ୍ତାର କରୁଛି ଝାଡାବାନ୍ତି, କାରଣ ଖୋଜିବାକୁ ପହଞ୍ଚିଲେ ଡାକ୍ତରୀ ଦଳ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ହୀରାକୁଦ ଅଞ୍ଚଳରେ କାୟା ବିସ୍ତାର କରୁଛି ଝାଡାବାନ୍ତି । ବର୍ତ୍ତମାନ ସୁଦ୍ଧା ୧୩୧ ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ୨ଜଣଙ୍କ ଜୀବନ ଯାଇଛି । କିଛି ଆକ୍ରାନ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମନାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର…

ଜେଲରେ ଥାଇ ଦିଲ୍ଲୀବାସୀଙ୍କ ପାଣି ସମସ୍ୟାର ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଜେଲରୁ ଆସିଲା ଦିଲ୍ଲୀ ଜଳ ସମସ୍ୟାକୁ ନେଇ ଅରବିନ୍ଦ କେଜ୍ରିୱାଲଙ୍କ ନିର୍ଦ୍ଦେଶ । ଏନେଇ ଜଳମନ୍ତ୍ରୀ ଆତିଶୀ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଜେଲରେ ଥିବା ବେଳେ ବି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜନସାଧାରଣଙ୍କ ପାଇଁ ଚିନ୍ତିତ । ଜେଲରେ ଥାଇ ମଧ୍ୟ ଦିଲ୍ଲୀର…