ବାଲେଶ୍ଵରରେ ଗୋଷ୍ଠୀ ସଂଘର୍ଷ, ୨୦ ଆହତ
ଭୁବନେଶ୍ବର: ବାଲେଶ୍ୱର ସହରରେ ବିଳମ୍ବିତ ରାତିରେ ଏକ ଶୋଭାଯାତ୍ରା ସମୟରେ ଦରଘା ମଇଦାନ ନିକଟରେ ଦୁଇଟି ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଏହି ଘଟଣାରେ ୨୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି।
ଅପରପକ୍ଷରେ ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା…