ଗ୍ୟାସ ଟ୍ୟାଙ୍କର ଓଲଟି ବାଇକ ଆରୋହୀ ମୃତ
ପାରାଦୀପ: ପାରାଦୀପରେ ଦେଖାବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଗ୍ୟାସ ଟ୍ୟାଙ୍କର ଓଲଟିପଡିବାରୁ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ କେନ୍ଦ୍ରାପଡା ଜିଲ୍ଲା ଗରଜଙ୍ଗା ଗାଁର ପ୍ରଭାତ ପାତ୍ର ବୋଲି ଜଣାପଡିଛି ।
ସୂଚନା ମୁତାବକ, ପ୍ରଭାତ ପାରାଦ୍ଵୀପର ଏକ କମ୍ପାନୀରେ ପାଇପ…