ନବୀନ ନିବାସରେ ଘନ ଘନ ବୈଠକ
ଭୁବନେଶ୍ୱର: ରାଜ୍ୟରେ ମେଣ୍ଟ ନେଇ ସସ୍ପେନ୍ସ ଜାରି ରହିଛି। ଗତକାଲି ଏହି ମେଣ୍ଟକୁ ନେଇ ବିଜେଡ଼ି ନେତା ଭିକେ ପାଣ୍ଡିଆନ ଦେଇଥିବା ମନ୍ତବ୍ୟ ସସ୍ପେନ୍ସକୁ ଆହୁରି ବଢାଇ ଦେଇଛି। ସେପଟେ ଆଜି ଦିନ ତମାମ ନବୀନ ନିବାସରେ ଘନ ଘନ ବୈଠକ ଜାରି ରହିଥିବା ଦେଖିବାକୁ ମିଳିଛି। କୁହାଯାଉଛି କି ଆଗାମୀ…