ଓଡ଼ିଶାରେ ସର୍ବାଧିକ ସମ୍ପତ୍ତି ଥିବା ଶ୍ରେଷ୍ଠ ୧୦ ବିଧାୟକଙ୍କ ମଧ୍ୟରେ ବିଜେଡିର ୭ ବିଧାୟକ; ନବୀନ ସବୁଠାରୁ ଧନୀ
ଭୁବନେଶ୍ୱର: ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର)ର ଏକ ରିପୋର୍ଟ ଅନୁଯାୟୀ, ବିଜୁ ଜନତା ଦଳର ୭ ଜଣ ସଦସ୍ୟ ଓଡ଼ିଶାର ଶ୍ରେଷ୍ଠ ୧୦ ଧନୀ ବିଧାୟକଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ୨୦୧୯ ବିଧାନସଭା ନିର୍ବାଚନ ଓ ପରବର୍ତ୍ତୀ ଉପନିର୍ବାଚନ ପାଇଁ ବିଧାୟକମାନେ ଦାଖଲ କରିଥିବା…