ନକଲି ନୋଟ୍ କାରବାର: ବାଲେଶ୍ୱରରୁ ଜଣେ ମହିଳାଙ୍କ ସମେତ ଦୁଇ ଗିରଫ
ବାଲେଶ୍ୱର: ନକଲି ନୋଟ୍ କାରବାର କରୁଥିବା ଅଭିଯୋଗରେ ଶନିବାର ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କୁ ଗିରଫ କରାଯାଇଛି।
ଯୁବକ ଜଣକ ନୀଳଗିରି ଥାନା ଅନ୍ତର୍ଗତ ସାନ୍ତରାଗଡିଆ ନୂଆପାଟଣା ଗ୍ରାମର ପୂର୍ଣ୍ଣଚନ୍ଦ୍ର ନାୟକ (୬୦) ଏବଂ ମହିଳା ଜଣକ ଖଇରା ଅଞ୍ଚଳର ସାହାରପୁର ଗ୍ରାମର ବୀଣାପାଣି ମୁଖୀ (୫୦)…