ଆତ୍ମସମର୍ପଣ କଲେ ୩ ମାଓବାଦୀ, ସମାଜର ମୁଖ୍ୟ ସ୍ରୋତରେ ହେବେ ସାମିଲ
ମାଲକାନଗିରି: ଛତିଶଗଡ଼ ସୁକୁମା ଜିଲ୍ଲା ପୋଲିସ ନିକଟରେ ୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ପିଡମେଲ ଆର୍ପିସି ମିଲିସିୟା ଡେପୁଟି କମାଣ୍ଡର ମଡକମ୍ ସୁକ୍କା, ମିଲିସିୟା ସଦସ୍ୟ ବଂଜାମ ସୋମା ଏବଂ କବାସୀ ଭିମା ।
ମାଓବାଦୀ ମଡକମ୍ ସୁକ୍କାଙ୍କ ନାମରେ ପେଲମପଲ୍ଲୀ ଥାନାରେ ବିଭିନ୍ନ…