ଭାଷା ଭାଗବତ : ଉଭୟ ସଂଭବ
ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
କହ : କୁହ ଓ ରହ : ରୁହ
ଉଭୟ ପ୍ରକାରକୁ ବୋହ
ଦବ : ଦେବ ଓ ନବ : ନେବ
ଏବେ ଚଳୁଛି ହବ : ହେବ
ଉଭୟେ ପକାଂତି ପ୍ରଭାବ
ସଭିଏଁ କରି ଅନୁଭବ
ସର୍ବଦା ରହିଲେ ନିରବ
ଭାଷା ସଂସ୍କାର ଅସଂଭବ
ରୁହିବା, କୁହିବା ଲେଖିଲେ
କାହିଁକି…