Latest Odisha News

BREAKING NEWS

ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଗାଡ଼ି ଧକ୍କାରେ ୪ ବର୍ଷର ବାଳକ ଗୁରୁତର

ଭୁବନେଶ୍ୱର: ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଗାଡ଼ି ଧକ୍କାରେ ୪ ବର୍ଷର ବାଳକ ଗୁରୁତର ହୋଇପଡ଼ିଛି। ରାୟଗଡା ଜିଲ୍ଲା କୋଲନେରା ବ୍ଲକ ବେଲକଣା ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି। ଏବେ ଗୁରୁତର ଜଣଙ୍କ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛି। ଆହତ…

ବାଂଲାଦେଶରେ ପ୍ରାକ୍ ନିର୍ବାଚନୀ ହିଂସା: ଟ୍ରେନ ପରେ ପୋଲିଂ ବୁଥ୍ ଓ ସ୍କୁଲ ବସ୍ ଜାଳିଦଲେ ଦୁର୍ବୃତ୍ତ

ଢାକା: ବାଂଲାଦେଶରେ ପ୍ରାକ୍ ନିର୍ବାଚନୀ ହିଂସା ।ନିର୍ବାଚନ ପୂର୍ବରୁ ବାଂଲାଦେଶରେ ହିଂସା ଦେଖିବାକୁ ମିଳିଛି । ଗତକାଲି ଟ୍ରେନ୍ ଜାଳିବା ପରେ ଆଜି ପୋଲିଂ ବୁଥ ଏବଂ ସ୍କୁଲ ବସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ସାଧାରଣ ନିର୍ବାଚନ ପୂର୍ବରୁ ୪ ଟି ପୋଲିଂ ବୁଥ ଏବଂ ୫ଟି ପ୍ରାଥମିକ…

ରିଲିଜ ହେଲା ଭାରତ ଯୋଡୋ ନ୍ୟାୟ ଯାତ୍ରାର ଲୋଗୋ

ନୂଆଦିଲ୍ଲୀ: ଜାନୁଆରି ୧୪ ତାରିଖରେ ରାହୁଲ ଗାନ୍ଧୀ ‘ଭାରତ ନ୍ୟାୟ ଯାତ୍ରା’ ନାମରେ ନିଜର ଦ୍ୱିତୀୟ ରାଜନୈତିକ ଯାତ୍ରା ଆରମ୍ଭ କରିବେ। ରାହୁଲ ଗାନ୍ଧୀଙ୍କ ଏହି ‘ଭାରତ ନ୍ୟାୟ ଯାତ୍ରା’ ଜାନୁଆରି ୧୪ ତାରିଖରେ ମଣିପୁରରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ରେ ମୁମ୍ବାଇରେ ଶେଷ ହେବ । ଏହାରି ଭିତରେ ଆଜି…

ଶୀତଦିନେ ମହିଳାମାନେ ନିଶ୍ଚିତ ଖାଆନ୍ତୁ ରାଶି, ଏଥିରେ ରହିଛି ଅନେକ ଉପକାରୀ ଗୁଣ

ଭୁବନେଶ୍ଵର; ରାଶି ଆମ ଶରୀର ପାଇଁ ବହୁତ ଲାଭଦାୟକ। ରାଶିକୁ ସାଧାରଣତଃ ଶୀତଦିନେ ହିଁ ଖାଇବାକୁ ଲୋକେ ଅଧିକ ପସନ୍ଦ କରିଥାନ୍ତି। ଏହି ଦିନ ମାନଙ୍କରେ ଘରେ ରାଶିରେ ଲଡୁ ଓ ଉପମା ପ୍ରସ୍ତୁତ କରାଯାଇଥାଏ।  ବିଶେଷଜ୍ଞଙ୍କ କହିବା ଅନୁସାରେ ରାଶିରେ କ୍ୟାଲସିୟମ, ଆଇରନ୍, ପୋଟାସିୟମ, ପ୍ରୋଟିନ୍,…

ହାଇଟେକ୍ ହସ୍ପିଟାଲ ବିସ୍ଫୋରଣ ଘଟଣା: ଡାକ୍ତରଖାନା ବିରୁଦ୍ଧରେ ଏତଲା ଦେଲେ ଦିଲ୍ଲୀପଙ୍କ ମା’

ଭୁବନେଶ୍ବର: ହାଇଟେକ୍ ହସ୍ପିଟାଲ ବିସ୍ଫୋରଣ ଘଟଣା । ଦିଲ୍ଲୀପଙ୍କ ମୃତ୍ୟୁ ପରେ ହସ୍ପିଟାଲ ପରିସରରେ ଦେଖାଦେଇଛି ପ୍ରବଳ ଉତ୍ତେଜନା । ଦିଲ୍ଲୀପଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ଜାଣିଶୁଣି ମାରିଦେଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ଏନେଇ ମଞ୍ଚେଶ୍ୱର ଥାନାରେ ଏତଲା ଦେଇଛନ୍ତି ମୃତ ଦିଲ୍ଲୀପ…

ମନି ଲଣ୍ଡରିଂ ମାମଲାରେ ଇଡି ଚାର୍ଜସିଟରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ

ନୂଆଦିଲ୍ଲୀ: ଜାନୁଆରୀ ୧, ୨୦୨୪ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମହାଦେବ ଆପ୍ ମାମଲାରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ନାମରେ ମନି ଲଣ୍ଡରିଂ ନିବାରଣ ଆଇନ ଅଧୀନରେ ଏକ ଅତିରିକ୍ତ ଚାର୍ଜସିଟ୍ ଦାଖଲ କରିଛି। ଏହି କାର୍ଯ୍ୟାନୁଷ୍ଠାନ ପରେ ଭାରତୀୟ ଜନତା ପାର୍ଟି…

ସୁନ୍ଦରଗଡ଼: ଦ୍ବିତୀୟ ଦିନରେ ବ୍ୟବସାୟୀଙ୍କ ଠିକଣାରେ ଆଇଟି ଚଢ଼ାଉ

ସୁନ୍ଦରଗଡ଼: ଜଣେ ବ୍ୟବସାୟୀଙ୍କ ବାସଭବନ ଓ କାର୍ଯ୍ୟାଳୟ ଉପରେ ଆୟକର ବିଭାଗର ଚଢ଼ାଉ ଶନିବାର ଦ୍ବିତୀୟ ଦିନରେ ଜାରି ରହିଛି। ମିଳିଥିବା ସୂଚନା ଅନୁଯାୟୀ, ଟିକସ ଠକେଇ ଅଭିଯୋଗରେ ଆଇଟି ଅଧିକାରୀମାନେ ଶୁକ୍ରବାର ବ୍ୟବସାୟୀ କଲେଜ ରୋଡ ସ୍ଥିତ ବିଭୁ ପଣ୍ଡାଙ୍କ ଉପରେ ଚଢ଼ାଉ ଜାରି ରଖିଛନ୍ତି।…

ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ପ୍ରଥମ ଥର ପାଇଁ ଦଶପଲ୍ଲାକୁ ଗଡ଼ିଲା ୪ଟି ଟ୍ରେନ୍

ଭୁବନେଶ୍ଵର: ବହୁତ ଦିନର ଅପେକ୍ଷା ପରେ ନୟାଗଡ଼ ଜିଲ୍ଲା ଦଶପଲ୍ଲାରୁ ଗଡ଼ିଲା ଟ୍ରେନ। ଆଜି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଦଶପଲ୍ଲା ରେଳ ଷ୍ଟେସନର ଉଦଘାଟନ କରିବା ସହ ପତାକା ଦେଖାଇ ଏଠାରୁ ଟ୍ରେନ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ ସଂପ୍ରସାରଣ ହେବା ଦ୍ୱାରା ଦଶପଲ୍ଲା ସହିତ…

ପାଣିପାଗ ପରିବର୍ତ୍ତନ ଯୋଗୁଁ କୋଭିଡ୍ ଓ ଫ୍ଲୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି: ସ୍ୱାସ୍ଥ୍ୟ ବିଶେଷଜ୍ଞ

ନୂଆଦିଲ୍ଲୀ: ଶୀତ ବେଳା ଭାରତରେ ହଠାତ୍ ଭୂତାଣୁ ସଂକ୍ରମଣ, ଇନ୍ଫ୍ଲୁଏଞ୍ଜା ଏବଂ କୋଭିଡ୍-୧୯ ମାମଲା ବୃଦ୍ଧି ପାଇବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତା ବଢ଼ାଇ ଦେଇଛି। ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲର ବରିଷ୍ଠ ପଲମୋନୋଲୋଜିଷ୍ଟ ଡାକ୍ତର ନିଖିଲ ମୋଦୀଙ୍କ କହିବାନୁଯାୟୀ, ତାପମାତ୍ରା କମିବା…

ଆଜିଠୁ ରାଜ୍ୟବ୍ୟାପୀ ଶ୍ରୀଜଗନ୍ନାଥ ରଥ ପରିକ୍ରମା

ପୁରୀ: ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ଆସନ୍ତା ୧୭ ତାରିଖରେ ଲୋକାର୍ପିତ ହେବ । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପୂର୍ବରୁ ପ୍ରଚାର ପ୍ରସାର ପାଇଁ ପଞ୍ଚାୟତରାଜ ବିଭାଗ ପକ୍ଷରୁ ରାଜ୍ୟ ବ୍ୟାପୀ ଶ୍ରୀଜଗନ୍ନାଥ ରଥ ପରିକ୍ରମା କରିବା ଆରମ୍ଭ କରିଛି । ରାଜ୍ୟରେ ସମସ୍ତ ପଞ୍ଚାୟତ,…