Latest Odisha News

BREAKING NEWS

ବିଡିଏ ଏନଫୋର୍ସମେଣ୍ଟ ବ୍ୟବସ୍ଥା ହେବ ଅଧିକ ଦକ୍ଷ ଓ କ୍ରିୟାଶୀଳ, ୬୭ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଭୁବନେଶ୍ୱରକୁ ଅତ୍ୟାଧୁନିକ ସୁବିଧା ସୁଯୋଗ ସହିତ ନୂତନ ରୂପରେଖା ଦେବାର ଗୁରୁଦାୟିତ୍ୱ ବହନ କରିଛି । କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସହରର ସୌନ୍ଦର୍ଯ୍ୟକରଣ ଓ ବିଭିନ୍ନ ଭିତ୍ତିଭୂମି ନିର୍ମାଣ ଉଦ୍ଦେଶ୍ୟରେ କର୍ତ୍ତୃପକ୍ଷର…

ସୋମବାରରେ ପଡୁଛି ଭବ୍ୟ ରାମମନ୍ଦିର ପ୍ରତିଷ୍ଠା ଉତ୍ସବ, ଜାଣନ୍ତୁ କେଉଁ ରଙ୍ଗର ବସ୍ତ୍ର ପିନ୍ଧିବେ ରାମଲାଲା

ଅଯୋଧ୍ୟା: ଯେପରି ବହୁତ ସୌଭାଗ୍ୟରେ ମଣିଷ ଜନ୍ମ ମିଳେ ସେପରି ଭଗବାନଙ୍କ ସେବା କରିବାର ସୁଯୋଗ ମଧ୍ୟ ଭାଗ୍ୟବାନ ବ୍ୟକ୍ତିଙ୍କୁ ମିଳିଥାଏ । ଭଗବାନ ତାଙ୍କ ସେବାର ସୁଯୋଗ ସେହି ଲୋକଙ୍କୁ ଦିଅନ୍ତି ଯାହାଙ୍କ ପାଖେ ଭଗବାନଙ୍କ ଉପରେ ଅନେକ ବିଶ୍ଵାସ ଓ ଭକ୍ତି ଥାଏ । ସେଥିପାଇଁ ତ ମାତା ଶବରୀ ଠାରୁ…

୧୦୦ ବର୍ଷ ପରେ କଲମ୍ବିଆରେ ଦୃଶ୍ୟମାନ ହେଲା ବିରଳ ଗ୍ରୀନ ହନୀକ୍ରିପର ପକ୍ଷୀ

ନୂଆଦିଲ୍ଲୀ: କଲମ୍ବିଆରେ ପ୍ରାୟ ୧୦୦ ବର୍ଷ ପରେ ବିରଳ ଗ୍ରୀନ ହନୀକ୍ରିପର ପକ୍ଷୀ ଦୃଶ୍ୟମାନ ହୋଇଛି । ଯାହାକି ପକ୍ଷୀପ୍ରେମୀଙ୍କୁ ବେଶ ଆନନ୍ଦ ପ୍ରଦାନ କରିଛି । ଉଭୟ ଲିଙ୍ଗଧାରୀ ଏହି ପକ୍ଷୀର ଭିଡିଓ ଜଣେ ପ୍ରାଣୀବିଜ୍ଞାନୀ ଶେୟାର କରିଛନ୍ତି । ଓଟାଗୋ ୟୁନିଭରସିଟିରେ ଏହା ଉପରେ ଗବେଷଣା ଆରମ୍ଭ…

ପୋଲିସ ଏଏସଆଇ ଙ୍କୁ ମରଣାନ୍ତକ ଆକ୍ରମଣ, ଅବସ୍ଥା ସଙ୍କଟାପନ୍ନ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ମନମୁଣ୍ଡା ଥାନା ଅଧୀନ ଦପଲ୍ଲା ଗ୍ରାମରେ ଅପହରଣ ମାମଲାର ତଦନ୍ତ କରିବାକୁ ଯାଇ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି ପୋଲିସ ଏଏସଆଇ । ଗୁରୁତର ପୋଲିସ କର୍ମଚାରୀ ଜଣକ ହେଲେ ମନମୁଣ୍ଡା ଥାନା ର ଏଏସଆଇ କୁମୁଦ ଭୋଇ । ତାଙ୍କୁ…

ନୂଆ ଆଶା ସୃଷ୍ଟି କଲା ଚିତା ଆଶା, ଜନ୍ମ କଲା ୩ ଶାବକ

ମଧ୍ୟପ୍ରଦେଶ: କୁନୋ ନ୍ୟାସନାଲ ପାର୍କରୁ ଆସିଲା ଖୁସି ଖବର । ନୂଆ ଆଶା ସୃଷ୍ଟି କଲା ଚିତା ଆଶା । ନାମିବିଆର ଚିତା ଆଶା 3 ଛୁଆ ଜନ୍ମ ଦେଇଛନ୍ତି | ଏହାକୁ ମିଶାଇ କୁନୋ ଜାତୀୟ ଉଦ୍ୟାନରେ ଚିତା ସଂଖ୍ୟା ୧୮ରେ ପହଞ୍ଚିଛି । ୩ ଶାବକ ସୁସ୍ଥ ଥିବା ବେଳେ ସେମାନଙ୍କ ଭିଡିଓ ଏବେ ସାମ୍ନାକୁ ଆସିଛି । …

ଶରଦ ପାଓ୍ବାରଙ୍କ ଗୋଷ୍ଠୀର ନେତା କହିଲେ ‘ଶ୍ରୀରାମଚନ୍ଦ୍ର ମାଂସ ଖାଉଥିଲେ’, ଜବାବ ଦେଲା ବିଜେପି

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଦିନ ଅନେକ ରାଜ୍ୟରେ ମଦ ଓ ମାଂସ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି ହେଉଛି। ଏହି କ୍ରମରେ ବିଜେପି ନେତା ରାମ କଦମ ମଧ୍ୟ ମହାରାଷ୍ଟ୍ର ସରକାରଙ୍କୁ ଏହାକୁ ଗୋଟିଏ ଦିନ ପାଇଁ ନିଷିଦ୍ଧ କରିବାକୁ ନିବେଦନ କରିଛନ୍ତି।…

ଓଡ଼ିଶାର ୩୫ଟି ଜିଲ୍ଲା ଜଜ୍ ପଦବୀ ପାଇଁ ଲିଖିତ ପରୀକ୍ଷାରେ ୩୯୮ ଜଣଙ୍କ ମଧ୍ୟରୁ ୭ ଜଣ ଯୋଗ୍ୟ ବିବେଚିତ

କଟକ: ଓକିଲରୁ ସିଧାସଳଖ ନିଯୁକ୍ତି ମାଧ୍ୟମରେ ଜିଲ୍ଲା ଜଜ ହେବାକୁ ହୋଇଥିବା ପରୀକ୍ଷାରେ ୩୯୮ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ମାତ୍ର ୭ ଜଣ ପାସ୍ କରିଛନ୍ତି। ମୋଟ୍ ୩୫ଟି ପଦବୀ ପାଇଁ ଲିଖିତ ପରୀକ୍ଷା ହୋଇଥିଲା। ଓଡ଼ିଶା ହାଇକୋର୍ଟର ରେଜିଷ୍ଟ୍ରାର (ପରୀକ୍ଷା) ଏସ୍ କେ ଦାଶ ରାୟଙ୍କ ପକ୍ଷରୁ ଜାରି…

ସୁନାବେଡା ଅଭୟାରଣ୍ୟରେ ବାଘ ଗଣନା ଆରମ୍ଭ, ସେପଟେ ଆସନ୍ତାକାଲି ଠୁ ପକ୍ଷୀ ଓ କୁମ୍ଭୀର ଗଣନା ପାଇଁ ବନ୍ଦ ରହିବ…

କେନ୍ଦ୍ରାପଡା/କୋରାପୁଟ: ଆସନ୍ତାକାଲି ଠାରୁ ବନ୍ଦ ରହିବ ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ଓ ବିଦେଶାଗତ ପକ୍ଷୀ ମାନଙ୍କ ଗଣନା ପାଇଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା । ଜାନୁଆରୀ ୫ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଗଣନା । ଏନେଇ ସୂଚନା…

ଭୟ ବଢାଇଲା କରୋନା: ଓଡିଶାରୁ ଚିହ୍ନଟ ହେଲା କରୋନାର ନୂଆ ଭାରିଆଣ୍ଟ

ଭୁବନେଶ୍ଵର: ଚିନ୍ତା ବଢାଇଲା କରୋନାର ନୂଆ ଭାଇରାଣ୍ଟ । ଦେଶ ପରେ ଏବେ ରାଜ୍ୟରେ ଚିହ୍ନଟ ହେଲା JN.1 ଭାରିଆଣ୍ଟ । ରାଜ୍ୟରେ ୨ ଜଣ କରୋନାର ନୂତନ ଭାରିଆଣ୍ଟ JN.1ରେ ଆକ୍ରାନ୍ତ । ଏନେଇ ସୂଚନା ଦେଲେ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ୨ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସୁନ୍ଦରଗଡ…

ନିର୍ବାଚନକୁ ଆଖିରେ ରଖି ବୈଜୟନ୍ତ ପଣ୍ଡାଙ୍କୁ ଗୁରୁ ଦାୟିତ୍ବ ଦେଲେ ବିଜେପି ସଭାପତି

ନୂଆଦିଲ୍ଲୀ: ଚଳିତ ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ଦଳୀୟ ଶାଖାଗୁଡ଼ିକରେ ବଡ଼ ବଡ଼ ନିଯୁକ୍ତି ଓ ଦାୟିତ୍ୱ ଘୋଷଣା କରିଛି। ବୁଧବାର ବିଳମ୍ବିତ ସଂଧ୍ୟାରେ ବିଜେପି ଦଳର ଯୁବ ମୋର୍ଚ୍ଚା, କୃଷକ ସଂଗଠନ ମୋର୍ଚ୍ଚା, ମହିଳା ମୋର୍ଚ୍ଚା ଇତ୍ୟାଦିର ପ୍ରଭାରୀଙ୍କ…