Latest Odisha News

BREAKING NEWS

ଶୀତ ଦିନେ ଅନେକ ରୋଗରୁ ଫାଇଦା ଦିଏ ମହୁ, ଜାଣନ୍ତୁ କିପରି କରିବେ ସେବନ

ଭୁବନେଶ୍ଵର: ମହୁ ଏକ ଅନନ୍ୟ ପ୍ରାକୃତିକ ଉପାଦାନ । ଫୁଲରେ ଥିବା ମହୁ ପ୍ରକୃତରେ ମହୁମାଛି ଦ୍ୱାରା ସଂଗୃହିତ ହୋଇଥାଏ । ମହୁମାଛିମାନଙ୍କର ଏକ ଗୋଷ୍ଠୀ ସେମାନଙ୍କର ଆବଶ୍ୟକତା ପାଇଁ ମହୁ ସଂଗ୍ରହ କରିବାକୁ ଏକତ୍ରିତ ହୁଅନ୍ତି । ଶୁଦ୍ଧ, ପ୍ରାକୃତିକ ମହୁର ଅନେକ ଉପକାର ଅଛି । ଆୟୁର୍ବେଦରେ ମହୁରୁ…

କାହିଁକି ଓଡ଼ିଶା ସମେତ ଭାରତବର୍ଷର ଟ୍ରକ୍ ଡ୍ରାଇଭରମାନେ ‘ଷ୍ଟିୟରିଂ ଛାଡ଼ ଆନ୍ଦୋଳନରେ’ ସାମିଲ ହେଲେ?

ଭୁବନେଶ୍ୱର: ନୂଆ ହିଟ୍ ଆଣ୍ଡ ରନ୍ ଆଇନକୁ ବିରୋଧ କରି ଟ୍ରକ୍ ଚାଳକମାନେ ଡାକରା ଦେଇଥିବା ଦେଶବ୍ୟାପୀ 'ଷ୍ଟିୟରିଂ ଛାଡ ଆନ୍ଦୋଳନ'ରେ ଓଡ଼ିଶା ଡ୍ରାଇଭର ମହାସଂଘ ସାମିଲ ହେବାକୁ ଘୋଷଣା କରିଛି। ଗୁରୁବାର ଠାରୁ ସାରା ଦେଶରେ ଏହି ଧର୍ମଘଟ ଆରମ୍ଭ ହୋଇଛି ଏବଂ ଓଡ଼ିଶା ଡ୍ରାଇଭରମାନେ ନିଜ ନିଜ…

ପିକନିକ ବସ୍ ଦୁର୍ଘଟଣା: ୪୦ ଆହତ

କାମାକ୍ଷାନଗର: ପୁଣି ଓଲଟିଲା ପିକନିକ ବସ୍ । ସାମ୍ନାରେ ଥିବା ହାଇୱାକୁ ବସ୍ ଟି ପିଟିବା ପରେ ପଛପଟୁ ବସ୍ ଟିକୁ ଆଉ ଏକ ଟ୍ରକ୍ ଧକ୍କା ଦେଇଛି । କାମାକ୍ଷାନଗର ସ୍ଥିତ ମହାବୀର ରୋଡ ଥାନା ଭେଜିଆ ଛକରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଗାଡିର ଡ୍ରାଇଭର ସମେତ ୪୦ଜଣ ଆହତ…

୨୦୨୨-୨୩ ଆର୍ଥିକ ବର୍ଷରେ ଇଲେକ୍ଟୋରାଲ ଟ୍ରଷ୍ଟ ଜରିଆରେ ସର୍ବାଧିକ ଚାନ୍ଦା ପାଇଛି ବିଜେପି: ଏଡିଆର

ନୂଆଦିଲ୍ଲୀ: ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର)ର ରିପୋର୍ଟ ଅନୁଯାୟୀ, ୨୦୨୨-୨୩ ଆର୍ଥିକ ବର୍ଷରେ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ଭାରତ ରାଷ୍ଟ୍ର ସମିତି (ବିଆରସ୍) ଇଲେକ୍ଟୋରାଲ ଟ୍ରଷ୍ଟ ବା ନିର୍ବାଚନୀ ଟ୍ରଷ୍ଟ ମାଧ୍ୟମରେ ରାଜନୈତିକ ଦଳଗୁଡ଼ିକୁ ଦିଆଯାଇଥିବା ଅଧିକାଂଶ…

ଝିଅ ସାଙ୍ଗର କୁକୁରକୁ ଉଦ୍ଧାର କରିବାକୁ ଯାଇ ବୁଡ଼ିଗଲେ ଯୁବକ, ସୁରକ୍ଷିତ ଭାବେ କୂଳକୁ ଆସିଲା କୁକୁର

ଭୋପାଳ: ଏନଆଇଟିର ଜଣେ ବିଟେକ୍ ଗ୍ରାଜୁଏଟ୍ ବୁଧବାର ସକାଳେ ଏକ ଜଳଭଣ୍ଡାରରେ ବୁଡ଼ି ଯିବାରୁ ପ୍ରାଣ ହରାଇଛନ୍ତି। ତାଙ୍କ ଝିଅ ସାଙ୍ଗଙ୍କ ପୋଷା କୁକୁରକୁ ବଞ୍ଚାଇବା ପାଇଁ ପାଣିକୁ ଡେଇଁ ପଡ଼ିବା ପରେ ଅକାତ ପାଣିରେ ଗୋଡ଼ ଖସିଯିବାରୁ ସେ ପ୍ରାଣ ହରାଇଛନ୍ତି ବୋଲି ଜଣାପଡ଼ିଛି। କୁକୁରଟି ପହଁରି…

ଝିଅ ଇରା ଖାନ ବିବାହରେ ପୂର୍ବତନ ପତ୍ନୀଙ୍କୁ କିସ୍ କଲେ ଅମୀର ଖାନ୍

ମୁମ୍ବାଇ: ଜାନୁଆରୀ ୩ରେ ବଲିଉଡର ଲୋକପ୍ରିୟ ଅଭିନେତା ଅମୀର ଖାନଙ୍କ ଝିଅ ଇରା ଖାନ ଏବଂ ନୁପୁର ଶିଖରେ ପରସ୍ପରକୁ ବିବାହ କରିଛନ୍ତି। ଇରା ଏବଂ ନୁପୁରଙ୍କ ବିବାହର ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଇତିମଧ୍ୟରେ ଏବେ ସୋସିଆଲ ମିଡିଆରେ ଆମୀର ଖାନଙ୍କ ଏକ ଭିଡିଓ ଭାଇରାଲ…

ବାଙ୍ଗିରିପୋଷି ଘାଟି ତଳକୁ ଓଲଟିଲା ୨ ଟ୍ରକ୍‌; ଜୀଅନ୍ତା ଜଳିଗଲେ ଡ୍ରାଇଭର

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ୨୦ ଫୁଟ ତଳକୁ ଓଲଟିଲା ୨ ଟି ଟ୍ରକ୍ । ଘଟଣାରେ ଗୋଟିଏ ଟ୍ରକ୍ ରେ ନିଆଁ ଲାଗିଯିବାରୁ ଜଣେ ଡ୍ରାଇଭର ଜିଅନ୍ତା ଜଳି ଯାଇଥିବାବେଳେ, ଅନ୍ୟ ଏକ ଟ୍ରକ ଡ୍ରାଇଭରଙ୍କ ପତ୍ତା ମିଳିପାରିନାହିଁ । ତେବେ ଘନ କୁହୁଡି ଯୋଗୁଁ ଏହି ମର୍ମନ୍ତୁଦ…

ଇଡିର ୩ଟି ସମନକୁ ନା, ଏବେ ଅରବିନ୍ଦ କେଜ୍ରିୱାଲ କ’ଣ କରିପାରିବେ?

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବୁଧବାର ତୃତୀୟ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଜାରି କରାଯାଇଥିବା ସମନକୁ ଅଣଦେଖା କରି ହାଜର ହେବାକୁ ସିଧାସିଧା ମନାକରି ଦେଇଛନ୍ତି। ଏହା ପୂର୍ବରୁ ଇଡି ତାଙ୍କୁ ନଭେମ୍ବର ୨ ଓ ଡିସେମ୍ବର ୨୧ରେ ପଚରାଉଚରା ପାଇଁ…

ବିକାଶ ଭାରତ ସଂକଳ୍ପ ଯାତ୍ରା ଉପରେ ଆକ୍ରମଣ: ବିଜେପି ବିଧାୟକଙ୍କ ଅଭିଯୋଗକୁ ଖାରଜ କଲା ବିଜେଡି

ଭଦ୍ରକ: ବୁଧବାର ଭଦ୍ରକର ଧାମନଗରରେ କେନ୍ଦ୍ର ସରକାରଙ୍କ ବିକାଶ ଭାରତ ସଂକଳ୍ପ ଯାତ୍ରା ସହ ଜଡ଼ିତ ଏକ ପ୍ରଚାର ଭ୍ୟାନ୍ ଭଙ୍ଗାରୁଜା ହୋଇଥିବା ଅଭିଯୋଗ ହୋଇଛି। ଧାମନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚୁଡାକିଟି ପଞ୍ଚାୟତରେ ଏହି ଘଟଣା ଘଟିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ଆୟୋଜିତ ସଂକଳ୍ପ…

ଆଜି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ, ଚାଷୀଙ୍କ ବିଭିନ୍ନ ସମସ୍ୟା ଦାବି କରି ରାସ୍ତାକୁ ଓହ୍ଲାଇଲା ବିଜେପି

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଆଜି ରାସ୍ତାକୁ ଓହ୍ଲାଇଛି ଜିଲ୍ଲା ବିଜେପି । ଏନେଇ ଜିଲ୍ଲା ରେ ଦଳ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ସକାଳ ୬ ଟା ରୁ ସନ୍ଧ୍ୟା ୬ ଟା ଯାଏଁ ଏହି ବନ୍ଦ ପାଳନ କରାଯିବ । ଏହି ବନ୍ଦ ସମୟରେ ଜିଲ୍ଲାରେ କେବଳ…