ନୀତୀଶ କୁମାର ଦେବେ ଇସ୍ତଫା, ବହୁମତ ପରୀକ୍ଷା ଦେବାକୁ ଲାଲୁ ପ୍ରସ୍ତୁତ?
ପାଟଣା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଇସ୍ତଫା ଦେବେ କି? ବିଜେପିର ଦୁଇଟି ସର୍ତ୍ତ ଆଗରେ କଣ ହେବ ଫଳାଫଳ? ବିହାର ରାଜନୀତିରେ ବହୁ କଳ୍ପନା ଜଳ୍ପନା ଚାଲିଥିବା ବେଳେ ଏବେ ଇସ୍ତଫା ଦେବା ପାଇଁ ରାଜଭବନ ମୁଁହା ନୀତୀଶ କୁମାର। ଯେଉଁଥି ପାଇଁ ସେ ଆଜି ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ!--more-->…