କୁହୁଡି ସାଜିଲା କାଳ: ପିକନିକ ବସ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ୧୪ ମୃତ, ୨୭ ଆହତ
ଗୌହାଟି: ଆସାମର ଡେରଗାଓଁରେ ବୁଧବାର ଭୋର ପ୍ରାୟ ୫ଟା ବେଳେ ୪୫ ଜଣଙ୍କୁ ନେଇ ଯାଉଥିବା ଏକ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାଫଳରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୭ ଜଣ ଗୁରୁତର ଆହତ ହୋଇଛନ୍ତି।
ପୋଲିସ ଦୁର୍ଘଟଣା ବାବଦରେ ସ୍ପଷ୍ଟ କରି କହିଛି ଯେ ଡେରଗାଓଁଠାରେ…