ଗ୍ୟାରେଜ ଭିତରେ ଦୀପିକାଙ୍କୁ ତାଲା ପକାଇ ଦେଲେ ଦିନେଶଙ୍କ ବାପାମା’
ବ୍ରହ୍ମପୁର: ସ୍ତ୍ରୀର ଅଧିକାର ଓ ପୁଅକୁ ବାପାର ପରିଚୟ ଦେବା ପାଇଁ ପ୍ରେମିକ ଘର ଆଗରେ ଧାରଣରେ ବସିଥିବା କେ.ଦୀପିକାଙ୍କୁ ଗ୍ୟାରେଜ ଭିତରେ ତାଲା ପକାଇ ଦେଇଛନ୍ତି ଦିନେଶଙ୍କ ବାପାମା’ । ଏପରି ସଂଗୀନ ଅଭିଯୋଗ ଆଣିଛନ୍ତି କେ.ଦୀପିକା । ଦିନେଶଙ୍କ ବାପା ମାଆ ତାଙ୍କୁ ଗ୍ୟାରେଜରେ ତାଲା ପକାଇ…