‘ମୋ ବସ’ରେ ଯାତ୍ରୀଙ୍କ ପାଇଁ ଉପଲବ୍ଧ ହେଲା ଖବରକାଗଜ…
ଭୁବନେଶ୍ୱର: 'ମୋ ବସ'ରେ ଯାତାୟତ କରୁଥିବା ଯାତ୍ରୀମାନଙ୍କ ପାଇଁ ଖୁସି ଖବର । ଏଥର 'ମୋ ବସ'ରେ ଯାତ୍ରୀମାନଙ୍କ ପଢିବା ପାଇଁ ପ୍ରତ୍ୟେକ ଦିନ ବିନା ଶୁଳ୍କରେ ମିଳିବ ଖବରକାଗଜ । କ୍ୟାପିଟାଲ ଅର୍ବାନ ଟ୍ରାନ୍ସପୋର୍ଟ(ସିଆରୟୁଟି)ର ପରିଚାଳନା ନିର୍ଦ୍ଦେଶକ ଅରୁଣ ଭୋତରା ଟ୍ଵିଟ୍ କରି ଏହି ସୂଚନା…