୮୨ ବର୍ଷ ବୟସରେ ବିବାହ କଲେ ବୃଦ୍ଧ, ହନିମୁନ୍ରେ ବି ଗଲେ
ନ୍ୟୁଜଲ୍ୟାଣ୍ଡ: ବୃଦ୍ଧ ହେବାର ଅର୍ଥ ନୁହେଁ ଯେ ଜୀବନ ଶେଷ ହୋଇଯାଇଛି । ସାଧାରଣତଃ ଅବସର ପରେ ଲୋକମାନେ ଭାବନ୍ତି ବର୍ତ୍ତମାନ ଜୀବନର ଶେଷ ପର୍ଯ୍ୟାୟ ଚାଲିଛି । କିନ୍ତୁ ଏବେ ଜଣେ ୮୨ ବର୍ଷୀୟ ବୃଦ୍ଧ ୮୧ ବର୍ଷୀୟ ବୃଦ୍ଧାଙ୍କୁ ପ୍ରେମ କରି ବିବାହ କରିଛନ୍ତି । ଯାହା ଏବେ ସୋସିଆଲ ମିଡ଼ିଆରେ…