ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ଜଗନ୍ନାଥଙ୍କ କ୍ଷେତ୍ରର ଇତିହାସ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପ୍ରକଟ ଲୀଳା କିଛି ଆଲୋଚନା କଲେ। କିନ୍ତୁ ଶ୍ରୀ ପୁରୁଷୋତ୍ତମ ଜଗନ୍ନାଥଙ୍କ କ୍ଷେତ୍ରର ଇତିହାସ ନାମରେ ଏକ ପ୍ରାଚୀନ ଗଦ୍ୟ ଆକାର ଇତିହାସଙ୍କୁ ଆମେ ମାଦଳା ପାଞ୍ଜି…