Latest Odisha News

BREAKING NEWS

ଦିଲ୍ଲୀ ଗଲେ ନିଶ୍ଚୟ ବୁଲିବାକୁ ଯାଆନ୍ତୁ ଏହିସବୁ ପ୍ରସିଦ୍ଧ ମନ୍ଦିର

ଭୁବନେଶ୍ବର: ସଂସ୍କୃତି ସମ୍ପନ୍ନ ରାଷ୍ଟ୍ର ଭାରତ । ଯେଉଁଠି ଯିବେ ସେଇଠି ମନ୍ଦିର । ସହର ଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ, ସବୁଠି ଭାରି ରହିଛି ଅନେକ ମଦିର । ପ୍ରତ୍ୟେକ ସ୍ଥାନରେ ଥିବା ମନ୍ଦିରର କିଛି ନା କିଛି ବିଶେଷତ୍ୱ ରହିଛି, ଯେଉଁ କାରଣରୁ ତାହା ପ୍ରସିଦ୍ଧ ହୋଇଥାଏ । ଧାର୍ମିକ…

ସଫଳତାର ଶୀର୍ଷରେ ଚାନ୍ଦ୍ରାୟଣ – ୨: ଅର୍ବିଟରୁ ଅଲଗା ହେଲା ଲ୍ୟାଣ୍ଡର୍ ‘ବିକ୍ରମ୍’

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୭ ତାରିଖ ରାତି ଗୋଟାଏ ୫୫ ମିନିଟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚାନ୍ଦ୍ରାୟଣ -୨ର ଲ୍ୟାଣ୍ଡର୍ ବିକ୍ରମ । ସୋମବାର ଦିନ ଇସ୍୍େରା ବୈଜ୍ଞାନିକମାନେ ଏକ ବଡ଼ ସଫଳତା ହାସଲ କରିପାରିଛ୍ନ୍ତି । ଲ୍ୟାଣ୍ଡର୍ ବିକ୍ରମ ଯେଉଁ ମୁଖ୍ୟ ଯନ୍ତ୍ରାଂଶଟି ଚନ୍ଦ୍ରପୃଷ୍ଠରେ…

ଭଲ କବିତା ନଲେଖି କିଏ କଣ ଭଲ ଗପ ଲେଖିପାରିବ : ଅଜୟ ସ୍ୱାଇଁ

ଅଜୟ ସ୍ୱାଇଁ ସମକାଳୀନ ଓଡ଼ିଆ ସାହିତ୍ୟର ଜଣେ ପ୍ରମୁଖ ଶିଳ୍ପୀ । ବେସାଲିସ୍‍, ବେଧଡ଼କ୍‍, ବେପରୁୱା ତାଙ୍କ ସୃଜନ ଯାତ୍ରା । ବିଚକ୍ଷଣ, ବିମ୍ବିତ, ବିସ୍ତାରିତ ତାଙ୍କ କଥାର କାନ୍‍ଭାସ୍‍ । ଗଳ୍ପ, ଉପନ୍ୟାସ, କବିତା, ନାଟକ, ସ୍କ୍ରିନ୍‍-ପ୍ଲେ, ସଂଳାପ, ଗୀତ, ସଙ୍ଗୀତ, ଅଭିନୟ, ନିର୍ଦ୍ଦେଶନା,…

ଆରମ୍ଭ ହେଲା ବିଜେଡିର ‘ସଭ୍ୟ ସଂଗ୍ରହ ଅଭିଯାନ’, ପ୍ରତିଘରେ ପହଞ୍ଚିବାକୁ ସଂକଳ୍ପ

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ଦଳ ଲାଗି ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ବିଜେପି ମୁଖ୍ୟାଳୟରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ସେ ଆଜି ୨୪ ଜଣଙ୍କୁ ପାର୍ଟିର ପ୍ରାଥମିକ ସଦସ୍ୟ ଭାବେ ଏବଂ ନିଜକୁ…

ପୁରୀ ବଡଦାଣ୍ଡ ଉଚ୍ଛେଦ ପ୍ରସଙ୍ଗ: ସରକାରଙ୍କୁ ସମାଲୋଚନା କଲେ ପୂର୍ବତନ ବିଜେଡି ସାଂସଦ

ଭୁବନେଶ୍ୱର: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିସର ଉଚ୍ଛେଦ ପ୍ରସଙ୍ଗକୁ ନେଇ ଓଡିଶା ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ତଥାଗତ ଶତପଥୀ। ଏହି ଉଚ୍ଛେଦ ପ୍ରକ୍ରିୟା ବେଆଇନ ହୋଇନପାରେ କିନ୍ତୁ ଏହାପ୍ରକାର ବେପରୁଆ ଓ ଅଶିଷ୍ଟତା । ଶହଶହ ବର୍ଷର ପୁରୁଣା…

ହଜାରଟି ପ୍ଲାଷ୍ଟିକ୍ ବୋତଲ ସହ ବାଲୁକା ଶିଳ୍ପୀ ସୁଦର୍ଶନ ନିର୍ମାଣ କଲେ ଗଣେଶ

ଭୁବନେଶ୍ୱର: ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପ୍ଲାଷ୍ଟିକ୍ ବୋତଲରେ ଗଣେଶ ମୂର୍ତ୍ତି ନିର୍ମାଣ କରିବା ସହ ପ୍ଲାଷ୍ଟିକର ବ୍ୟବହାର ନକରିବା ଲାଗି ବାଲୁକା କଳା ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି । ଗଣେଶ ଚତୁର୍ଥୀ ଅବସରରେ ପୁରୀ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ…

ନୂଆ ଟ୍ରାଫିକ୍ ନିୟମ: ପ୍ରଥମ ଦିନରେ ମୋଟା ଅଙ୍କର ତଣ୍ଡ ଗଣିଲେ ଉଲଘଂନକାରୀ

ଭୁବନେଶ୍ୱର: ନୂଆ ଟ୍ରାଫିକ୍ ନିୟମ କଡାକଡି ଭାବେ ଲାଗୁ କରାଯାଉଥିବା ବେଳେ କମିଶନରେଟ୍ ପୋଲିସ କଟକ ଓ ଭୁବନେଶ୍ୱରରୁ ନିୟମ ଉଲଘଂନକାରୀଙ୍କ ଠାରୁ ଏଯାବତ ପ୍ରାୟ ୨.୧୩ ଲକ୍ଷ ଟଙ୍କା ତଣ୍ଡ ଆଦାୟ କରାଯାଇଛି । ଗଣମାଧ୍ୟମକୁ ସୂଚନା ଦେଇ ଭୁବନେଶ୍ୱର ଡିସିପି ଅନୁପ ସାହୁ କହିଛନ୍ତି, ନୂଆ ମୋଟର…

ଦିନ ୧ଟା ସୁଦ୍ଧା ରାଜ୍ୟର ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୧୨ଟି ସ୍ଥାନରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ସୋମବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା,…

ରାଉରକେଲାରେ ଧରାପଡ଼ିଲା ସେକ୍ସ ର‌୍ୟାକେଟ୍

ରାଉରକେଲା: ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ (ଆରଏସପି)ର ଏକ କ୍ୱାଟରରୁ ପୋଲିସ ରବିବାର ବିଳମ୍ବିତ ରାତିରେ ଏକ ସେକ୍ସ ର‌୍ୟାକେଟକୁ ଠାବ କରି ଏଥିରେ ସଂପୃକ୍ତ ଥିବା ୩ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ, ଆରଏସପି)ର ଏକ କ୍ୱାଟରରେ ସେକ୍ସ ର‌୍ୟାକେଟ୍ ଚାଲୁଥିବା ନେଇ ଖବର…