ନୟାଗଡ଼: ରାମ ମନ୍ଦିର ଅଭିମୁଖେ ଯାଉଥିବା ଟ୍ରାକ୍ଟର ଓଲଟି ପଡ଼ିବାରୁ ୧୫ ଜଣ ଆହତ
ନୟାଗଡ଼: ମହିଳା ଓ ଶିଶୁଙ୍କ ସମେତ ପ୍ରାୟ ୨୦ ଜଣଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟର ଏକ ସଂକୀର୍ଣ୍ଣ ଓ ଖରାପ ରାସ୍ତାରେ ଓଲଟି ପଡ଼ିବାରୁ ୧୫ ଜଣ ଆହତ ହୋଇଛନ୍ତି।
ନୟାଗଡ ଭାପୁର ଅଞ୍ଚଳର ଫତେଗଡ଼ ଗାଁରେ ଏହି ଘଟଣା ଘଟିଛି। ଯେଉଁଠାରେ ରାମ ମନ୍ଦିର ଏକ ପାହାଡ଼ ଉପରେ ତିଆରି ହୋଇଛି ।…