ପୁରୁଷ କର୍ମଚାରୀଙ୍କୁ ଉତ୍ସାହିତ କରିବା ପାଇଁ ମେକଅପ ନିଅନ୍ତି ମହିଳା କର୍ମଚାରୀ
ବେଜିଂ: ସାଧାରଣତଃ ମହିଳାମାନେ ନିଜକୁ ସୁନ୍ଦର ଦେଖାଯିବା ପାଇଁ ଚେଷ୍ଟା କରିଥାନ୍ତି । ସେଥିଲାଗି ସେମାନେ ଅଧିକାଂଶ ସମୟ ମେକ୍ଅପ୍ ନେଇଥାନ୍ତି । ଅଫିସ ହେଉ କି କୁଆଡ଼େ ବୁଲିବାକୁ ସବୁ ସ୍ଥାନକୁ ଯିବା ବେଳେ ମହିଳାମାନେ ମେକ୍ଅପ୍ ନେଇଥାନ୍ତି । ହେଲେ ଚୀନ୍ର ଏମିତି ଏକ କମ୍ପାନୀ ଅଛି ଯେଉଁଠି…