ଭାଷା ଭାଗବତ : ଭାଷା ଗଡ଼ୁଛି ତଳେ ପଡ଼ି
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ସଂହାର ସଂସାର ସଂଭାର
ସଂଚାର ଉଚ୍ଚାରଣ କର
ଭିନ୍ନତା ନ ଶୁଭିଲେ କାହିଁ
ବନାନ ବଦଳାଅନାହିଁ
ସଂଯତ ସଂହତ ସଂଗତ
ଏକ ପ୍ରକାରେ ଉଚ୍ଚାରିତ
ହେଲେ ବି ଲେଖିଲେ *ସଙ୍ଗତ*
ହେଲାନି ଏ ଭାଷାର ହିତ…