Latest Odisha News

BREAKING NEWS

ଫଟୋ ଉଠାଇବା ବେଳେ ମହିଳା କନଷ୍ଟେବଳଙ୍କୁ ଗୁଳିକରି ହତ୍ୟା ଉଦ୍ୟମ

ପାଟନା: ମହିଳା କନଷ୍ଟେବଲଙ୍କୁ ଗୁଳି କରି ହତ୍ୟା ଉଦ୍ୟମ । ପାଟନା ମେରାଇନ ଡ୍ରାଇଭରେ ଫଟୋ ଉଠାଇବା ବେଳେ ଜଣେ ଦୁର୍ବୃତ୍ତ ତାଙ୍କ ଉପରକୁ ଅଚାନକ ଗୁଳିମାଡ କରିଥିଲେ । ଗୁରୁତର ମହିଳା କନଷ୍ଟେବଲ ପମି ଖାତୁନ । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କନଷ୍ଟେବଲ…

ଜାନୁଆରୀରେ ଲଢ଼େଇ ଜୋରଦାର ହେବ କହି ବିଜେଡି ସରକାରକୁ ବିରୋଧୀ ଦଳ ନେତା ଦେଲେ ଚେତାବନୀ

ଭୁବନେଶ୍ୱର: ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ବିଜେପି) ଆଗାମୀ ନିର୍ବାଚନରେ ସମସ୍ତ ୨୧ଟି ଲୋକସଭା ଆସନ ଦଖଲ କରିବାକୁ ଲକ୍ଷ୍ୟ ରଖିଛି। ବରିଷ୍ଠ ବିଜେପି ନେତା ତଥା ବିଧାନସଭାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏହା କହିଛନ୍ତି। ଜାନୁଆରୀ ମାସରୁ ଶାସକ ବିଜୁ ଜନତା ଦଳ ସରକାର ବିରୋଧରେ…

କଲେଜରେ ସେକ୍ସ ରାକେଟ ଚାଲିଥିବା ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ ଦେଲେ ସରକାର

ଗଞ୍ଜାମ: ହିଞ୍ଜିଳିସ୍ଥିତ ସାଇନ୍ସ କଲେଜର ଗତ ୨ ବର୍ଷ ହେଲା ସେକ୍ସ ରାକେଟ ଚାଲିଥିବା ଅଭିଯୋଗ ହେବା ପରେ ଏହାକୁ ନେଇ ରିପୋର୍ଟ ପାଇବା ପରେ ଉଚ୍ଚଶିକ୍ଷା ବିଭାଗ ତୁରନ୍ତ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି। ବ୍ରହ୍ମପୁର ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି। ଯିଏକି ଅଭିଯୋଗର…

ପ୍ରକାଶ ପାଇଲା OJS ରେଜଲ୍ଟ, ସୁଶ୍ରୀତା ମିଶ୍ର ଟପ୍ପର

ଭୁବନେଶ୍ବର: ପ୍ରକାଶ ପାଇଲା ଓଡ଼ିଶା ଜୁଡିସିଆଲ ସର୍ଭିସ୍ ବା OJS ପରୀକ୍ଷା ଫଳ। ଏଥିରେ ମୋଟ ୫୫ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ୩୯ ଜଣ ଝିଅ । ଟପ୍ ଟେନରେ ବାଜି ମାରିଛନ୍ତି ଝିଅ। ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୮ ଜଣ ଝିଅ ଅଛନ୍ତି । ସୁଶ୍ରୀତା ମିଶ୍ର…

ନନ୍ଦନକାନନ ଚିଡ଼ିଆଖାନାକୁ ଆସିବେ ଚିତା, ଧଳା ସିଂହ ଏବଂ ଅନେକ ପକ୍ଷୀ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବିଦେଶରୁ ଏକ ଯୋଡ଼ା ଚିତା, ବିଦେଶୀ ଧଳା ସିଂହ ଓ ଅନ୍ୟାନ୍ୟ ଆକର୍ଷଣୀୟ ପ୍ରାଣୀ ଆସିବେ। ଚିଡ଼ିଆଖାନା ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଦୁବାଇ ସଫାରି ପାର୍କ ସହିତ ଏକ ପଶୁ ବିନିମୟ କାର୍ଯ୍ୟକ୍ରମ ମାଧ୍ୟମରେ ଏହାର ବିବିଧ ସଂଗ୍ରହରେ ଏହି ନୂତନ…

ଅଯୋଧ୍ୟା ଜଙ୍କସନର ନାଁ ବଦଳି ହେଲା ‘ଅଯୋଧ୍ୟା ଧାମ’

ନୂଆଦିଲ୍ଲୀ: ବଦଳିଲା ଅଯୋଧ୍ୟା ଜଙ୍କସନର ନାମ। ଡିସେମ୍ବର ୩୦ରେ ଅଯୋଧ୍ୟାରେ ହେବାକୁ ଥିବା ରେଲଓ୍ବେ ଷ୍ଟେସନ ଏବଂ ଏୟାରପୋର୍ଟର ଉଦ୍‌ଘାଟନ ପୂର୍ବରୁ ରେଳ ଷ୍ଟେସନର ନାମ ପରିବର୍ତ୍ତନ କରାଯାଇଛି। ଅଯୋଧ୍ୟା ରେଲଓ୍ବେ ଷ୍ଟେସନର ନାମ ପରିବର୍ତ୍ତନ କରାଯାଇ 'ଅଯୋଧ୍ୟା ଧାମ’ ନାମରେ ନାମିତ କରାଯାଇଛି।…

ସମ୍ବଲପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

ସମ୍ବଲପୁର: ବୁଧବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଯୁବକଙ୍କ ଅକାଳ ମୃତ୍ୟୁ ଘଟିଛି। ରାଇରାଖୋଲ ନିକଟ ୫୫ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ଶୁଭେନ୍ଦୁ ସାହୁ ଓ ଶ୍ୟାମସୁନ୍ଦର…

ସଲାର ଦେଖିବା ପାଇଁ ପ୍ରଭାସଙ୍କ ବିଦେଶୀ ପ୍ରଶଂସକ ଆସିଲେ ଭାରତ

ମୁମ୍ବାଇ: ପ୍ରଭାସ ଅଭିନୀତ ସଲାର: ପାର୍ଟ ୧ ସିଜଫାୟାର ବକ୍ସ ଅଫିସରେ ରେକର୍ଡ ଆୟ ଜାରୀ ରଖିଛି । ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ପୃଥ୍ୱୀରାଜ ସୁକୁମାରନ, ଶ୍ରୁତି ହାସନ ଓ ଜଗପତି ବାବୁ ମୂଖ୍ୟ ଭୂମିକାରେ ରହିଛନ୍ତି । ପ୍ରଭାସଙ୍କ ଏହି ଫିଲ୍ମକୁ ଦେଖିବାକୁ ଜାପାନରୁ…

ସେଂଚୁରିଆନରେ କୀର୍ତିମାନ ସ୍ଥାପନ କଲେ ରାହୁଲ

ସେଂଚୁରିଆନ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ କେଏଲ ରାହୁଲ ସ୍ମରଣୀୟ ଶତକ ହାସଲ କରିଛନ୍ତି । ତାଙ୍କର ୧୩୭ ବଲରୁ ୧୦୧ ରନର ଇନିଂସକୁ ଭୂୟସୀ ପ୍ରଶଂସା କରାଯାଉଛି । ସେ ତାଙ୍କ ଇନିଂସରେ ୧୪ ଚୌକା ଓ ୪ ଛକା ମାରିଥିଲେ । ରାହୁଲ ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଦକ୍ଷିଣ ଆଫ୍ରିକା…

ରାଜନୀତିରେ ମନ୍ଦିର: ବିଜେପିର ରାମ ମନ୍ଦିର ବେଳେ ନିର୍ବାଚନ ବେଳେ ଟିଏମସି ଖେଳିବ ଜଗନ୍ନାଥ ମନ୍ଦିର କାର୍ଡ?

କୋଲକାତା: କେବଳ ଯେ ସାଧାରଣ ନିର୍ବାଚନ ବେଳେ ବିଜେପି ଅଯୋଧ୍ୟାର ରାମ ମନ୍ଦିର ଏବଂ ଓଡ଼ିଶାରେ ବିଜେଡି ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଜରିଆରେ ଭୋଟ୍ ହାତେଇବାକୁ ଯୋଜନା କରିଛି ତାହା ନୁହେଁ ବରଂ ପଶ୍ଚିମବଙ୍ଗର ଶାସକ ଦଳ ତଥା ବିରୋଧୀ ଇଣ୍ଡିଆ ମେଣ୍ଟର ଅନ୍ୟତମ ପ୍ରମୁଖ ରାଜନୈତିକ ଦଳ…